୪୦° ଉପରେ ରାଜ୍ୟର ୧୬ ସହରର ତାପମାତ୍ରା, ଝାରସୁଗୁଡାରେ ସର୍ବାଧିକ
ଭୁବନେଶ୍ୱର: ଝାରସୁଗୁଡାରେ ଦିନର ତାପମାତ୍ରା ସର୍ବାଧିକ ୪୫.୨° ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦° ସେଲସିୟସ୍ ଅତିକ୍ରମ କରିଛି।
ଗତ ବୁଧବାର ଝାରସୁଗୁଡାରେ ତାପମାତ୍ରା ୪୫.୪° ସେଲସିୟସ୍ ରହିଥିଲା। ତେବେ ସହରରେ ମଙ୍ଗଳବାର…