Latest Odisha News

BREAKING NEWS

ବାତିଲ ହେଲା ୮ଟି ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଚଳିତ ମାସ ବିମାନ କମ୍ପାନୀଗୁଡ଼ିକ ଅଶାନ୍ତ ହୋଇପଡ଼ିଛନ୍ତି। ଏହି ଦୁର୍ଘଟଣା ପରେ, ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ବିପଦ ସମେତ ବିଭିନ୍ନ କାରଣ ଯୋଗୁଁ ଅନେକ ବିମାନ ବାତିଲ କିମ୍ବା ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ,…

୬୭ ବର୍ଷରେ ପାଦ ଥାପିଲେ ମହାମହିମ: ଉତ୍ତରାଖଣ୍ଡରେ ପାଳିବେ ଜନ୍ମଦିନ…..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଦିନରେ ରାଇରଙ୍ଗପୁରର ଏକ ଅଖ୍ୟାତ ପଲ୍ଲୀ ଉପରବେଡ଼ାରେ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ଆଜି ଦେଶର ପ୍ରଥମ ନାଗରିକଙ୍କୁ…

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ: ଜାଣନ୍ତୁ କେଉଁ ରୋଗରେ ପୀଡିତ…..

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଆଜି ନବୀନ ଭୁବନେଶ୍ବର ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠି କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ…

ପୁଣି ୬ଷ୍ଠ ଥର ପାଇଁ ସ୍ଥଗିତ ହେଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା….

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇ ଯାଉଥିବା ଆକ୍ସିଅମ୍-୪ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହି ନାସା ମିଶନରେ ଚାରି ଜଣ ସଦସ୍ୟ ଅଛନ୍ତି। ପ୍ରାରମ୍ଭରେ, ଏହି ମିଶନ ପାଇଁ ମେ ୨୯ ତାରିଖରେ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ…

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍‌ ଧୀମନ ଚକମାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ…

ଦୁଇ ଦିନରେ ୩ ରାଜ୍ୟ ଗସ୍ତ କରିବେ ମୋଦି: ଆଜି ବିହାର ପରେ ଓଡିଶା….

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନରେ ତିନୋଟି ରାଜ୍ୟ ଗସ୍ତ କରିବେ। ସେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ପୃଥକ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ଆଜି ସେ ବିହାରରୁ ଯାତ୍ରା ଆରମ୍ଭ କରିବା ବେଳେ ସେ ପରେ ରାଜ୍ୟ ସରକାରଙ୍କ…

ବର୍ଷା ଋତୁରେ ଟ୍ରେକିଂ କରିବା ସମୟରେ କାହିଁକି ସାଙ୍ଗରେ ଲୁଣ ନେବା ଉଚିତ?

ଭୁବନେଶ୍ବର:ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଅନେକ ପ୍ରକୃତି ପ୍ରେମୀ ଟ୍ରେକିଂର ମଜା ନେବାକୁ ବାହାରି ଯାଆନ୍ତି। ସବୁଜମୟ ଦୃଶ୍ୟକୁ ସତେଜ ପାଗ ସହିତ, ଏହି ସମୟକୁ ଟ୍ରେକିଂ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। ବର୍ଷା ଋତୁରେ ଟ୍ରେକିଂ କରିବା ଅର୍ଥ ଦୁଃସାହସିକ କାର୍ଯ୍ୟ ଏବଂ ପରିବେଶର ମଜା…

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ

କଟକ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ। ୭୮ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ଗତ ୧୪ ତାରିଖରୁ ଚିକିତ୍ସିତ ହେଉଥିଲେ ନିରଞ୍ଜନ ରଥ। ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ…

ସରିଲା ଖରା ଛୁଟି, ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ସରିଲା ଖରାଛୁଟି। ଆଜି ରାଜ୍ୟରେ ଖୋଲିବ ସ୍କୁଲ୍। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି। କ୍ୟାମ୍ପସ୍‌ରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାଡ଼ାବାନ୍ତି ଯୋଗୁଁ ଯାଜପୁର,…

ଏହି ଉପାୟରେ କରନ୍ତୁ ରାହୁକୁ ଶାନ୍ତ, ଇଚ୍ଛା ହେବ ପୂରଣ !

ଭୁବନେଶ୍ବର:ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ରାହୁ ଦୋଷ ଥିଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କୁଣ୍ଡଳୀରେ ରାହୁ ଦୋଷ ମାନସିକ ଚାପ, ଆର୍ଥିକ କ୍ଷତି, ନିଜ ବିଷୟରେ ଭୁଲ ବୁଝିବା, ପାରସ୍ପରିକ ସମନ୍ୱୟର ଅଭାବ, ଛୋଟ ଛୋଟ କଥାରେ ରାଗିବା, ଅପମାନଜନକ ଭାଷା…