ସବୁଠାରୁ ବଡ଼ ବ୍ୟାଟେରୀ ସହିତ ଏହି ଦିନ ଲଞ୍ଚ ହେବ POCO F7
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା POCO ଆଗାମୀ ୨୪ ଜୁନରେ ଭାରତରେ POCO F7 ଲଞ୍ଚ କରିବ । ଏହି ଡିଭାଇସର ବ୍ୟାଟେରୀ କ୍ଷମତା ଏବଂ ଦ୍ରୁତ ଚାର୍ଜିଂ ଆଦି ଦମଦାର ଫିଚର ରହିଛି । ଏହି ଫୋନରେ 7,550mAh ବ୍ୟାଟେରୀ ମିଳିବ, ଯାହା ଏହାକୁ "ଭାରତର ସବୁଠାରୁ ବଡ଼ ବ୍ୟାଟେରୀ" ସ୍ମାର୍ଟଫୋନ୍ କରିବ।…