ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଲେ ରାଣୀ ପଣ୍ଡା, ତିଆରି କଲେ ନୂଆ ଯାତ୍ରାପାର୍ଟି
ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ।
ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି,…