Latest Odisha News

BREAKING NEWS

ପ୍ରବଳ ବର୍ଷିବ: ଓଡିଶା ସମେତ ୫ ରାଜ୍ୟକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ: ପୂର୍ବ ଭାରତରେ ପ୍ରବଳ ବର୍ଷିବ । ଓଡିଶା ସମେତ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି । ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଦୁଇଟି ନିମ୍ନ ଚାପ ପ୍ରଣାଳୀ ଯୋଗୁଁ ଏହି ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି। ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଅମର ନାୟକ। ସ୍ୱାମୀକୁ ସ୍ତ୍ରୀ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା। ଖବର ପାଇ ଘଟଣା ସ୍ଥଳରେ…

ଟ୍ରମ୍ପଙ୍କୁ ମୋଦିଙ୍କ ଫୋନ୍: ସିଧା କହିଦେଲେ, ‘ନା ମଧ୍ୟସ୍ଥତା ଗ୍ରହଣ କରିଥିଲା, ନା କେବେ କରିବ….’

ନୂଆଦିଲ୍ଲୀ: ଭାରତ-ପାକ୍ ଅସ୍ତ୍ରବିରତିରେ ନା ଆମେରିକା ମଧ୍ୟସ୍ଥି କରିଥିଲା, ନା କୌଣସି ବାଣିଜ୍ୟ ଆଲୋଚନା ହୋଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧରେ, ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଫୋନ୍ କଲରେ ସିଧାସଳଖ କଥା ହୋଇଥିବା ବେଳେ, ଭାରତ ପାକିସ୍ତାନ ଅସ୍ତ୍ରବିରତିରେ ଆମେରିକାର…

ରାଜ୍ୟରେ ଡାଇରିଆ ଡର: ୨୯୮ ନୂଆ ରୋଗୀ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି

ଭୁବନେଶ୍ୱର: ସପ୍ତାହେ ହେଲାଣି ରାଜ୍ୟର ୯ ଜିଲ୍ଲାରେ ଝାଡ଼ାବାନ୍ତି ସଂକ୍ରମଣ ଥମିବାର ନାଁ ଧରୁନି। ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଭାବିତ ଜିଲ୍ଲାକୁ ବାଦ ଦେଇ ଅନ୍ୟ…

ଏନ୍‌କାଉଣ୍ଟରରେ ୩ ଟପ୍‌ ମାଓବାଦୀ ନିହତ, ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି

ମାଲକାନଗିରି: ଏନ୍‌କାଉଣ୍ଟରରେ ୩ ଟପ୍‌ ମାଓବାଦୀ ନିହତ। ମାଲକାନଗିରି ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଏନ୍‌କାଉଣ୍ଟର୍ ହୋଇଛି। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ନିହତ ମାଓବାଦୀଙ୍କ ମୁଣ୍ଡ ପାଇଁ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି…

‘ଭାରତ-କାନାଡା ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି G-7 ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ। ଅନେକ…

ଖତରନାକ ରନୱେ, ବିମାନରେ ବୁଲିବାକୁ ଯାଉଥିଲେ ସାବଧାନ!

ନୂଆଦିଲ୍ଲୀ: ବିମାନରେ ବସିବାକୁ ରଖୁଛନ୍ତି କି ସଉକ?  ବୁଲିବା ପାଇଁ ଏଇ ସବୁ ଜାଗାକୁ ଯାଉଛନ୍ତି କି ? କାରଣ ବିମାନରେ ଏସବୁ ଜାଗାକୁ ଯାଉଥିଲେ ଜୀବନ ପ୍ରତି ରହିଛି ବିପଦ! ଆଜ୍ଞା ହଁ, ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ୍ ଘଟଣା ସମସ୍ତ ଜାଣିଛନ୍ତି। କେମିତି ମାତ୍ର କେଇଁ ସେକେଣ୍ଡରେ…

ସମୁଦ୍ରରେ ବୁଡ଼ିଗଲେ ୩ପର୍ଯ୍ୟଟକ

ବାଲେଶ୍ବର:ଜଳେଶ୍ବର- ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଅଘଟଣ । ଗାଧୋଇବାକୁ ଯାଇ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ିଗଲେ । ଉଦ୍ଧାର ୨ଜଣ ପର୍ଯ୍ୟଟକ ମଧ୍ୟରୁ ଜଣେ ପର୍ଯ୍ୟଟକଙ୍କ ମୃତ ହୋଇଥିବା ସୂତନା ରହିଛି । ଅନ୍ୟପଟେ ନିଖୋଜ ଜଣଙ୍କର ପତ୍ତା ମିଳୁନାହିଁ । ଉଦ୍ଧାର କାର୍ଯ୍ୟ ଜାରି…

ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଗ୍ରାମବାସୀଙ୍କ କଲେ ହତ୍ୟା

ଛତିଶଗଡ: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଆତଙ୍କିତ…

ଆଜି ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ୨୦ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ବର:ରାଜ୍ୟରେ ଆସନ୍ତା ୨୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ସହ ବର୍ଷାହେବାର ସମ୍ଭାବନା ରହିଛି । ଏହି ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି । ଆଜି ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ବର, ଭଦ୍ରକ ଓ…