Latest Odisha News

BREAKING NEWS

ଏଫଏମ ଛାତ୍ରୀ ଆତ୍ମାହୁତି: ଏବେ ବି ଜଟିଳ ରହିଛି ଛାତ୍ରୀଙ୍କ ଅବସ୍ଥା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା…

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜକୁ ଜାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଏବେ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି । ଆଜି ମଧ୍ୟ ବାଲେଶ୍ବରରେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବାଲେଶ୍ବରରେ କଂଗ୍ରେସ ପକ୍ଷରୁ…

ଯୌତୁକ ପାଇଁ ବୋହୂକୁ ପୋଡିଦେଲେ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଯୌତୁକ ପାଇଁ ବୋହୂକୁ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ବିବାହ ହୋଇଥିଲା । ପ୍ରଥମେ ସବୁକିଛି…

ସ୍ବାମୀ ପରୁପଲ୍ଲୀଙ୍କ ଠାରୁ ବିଚ୍ଛେଦ ଘୋଷଣା କଲେ ସାଇନା, କହିଲେ….

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ଏବେ ବିବାହ ବନ୍ଧନରୁ ମୁକ୍ତ ହେଉଛନ୍ତି। ଏନେଇ ସାଇନା ନେହୱାଲ ସୂଚନା ଦେଇଛନ୍ତି ଯେ ସେ ପାରସ୍ପରିକ ସହମତିରେ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ରବିବାର…

ପୃଥିବୀ ବାହୁଡୁଛନ୍ତି ଶୁଭାଂଶୁ: କହିଲେ, ‘ଏବେ ବି ଭାରତ….ସାରେ ଜହାଁ ସେ ଆଚ୍ଛା’

ନୂଆଦିଲ୍ଲୀ: ଆଜି ଘର ବାହୁଡିବେ ଶୁଭାଂଶୁ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ । ଆକ୍ସିଅମ୍-୪ ମିଶନ ଅଧୀନରେ,…

ଅନଲାଇନ ଟ୍ରେଡିଙ୍ଗ ନାଁରେ ଫସୁଛନ୍ତି ସାଧାରଣ ଲୋକ: ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ଅଭିଯୋଗ

ଗଞ୍ଜାମ: ଅନଲାଇନ ଟ୍ରେଡିଙ୍ଗ ନାଁରେ ଫସୁଛନ୍ତି ସାଧାରଣ ଲୋକେ। ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୯୦ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଉକ୍ତ ଥାନା…

ବାର୍ଡ ଫ୍ଲୁ ସ୍ଥିତି ନେଇ ହେଲା ସମୀକ୍ଷା: ଚାଷୀଙ୍କୁ ମିଳିବ କ୍ଷତିପୂରଣ

ପୁରୀ: ବାର୍ଡ ଫ୍ଲୁରେ ସଂକ୍ରମିତ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ। ଗତକାଲି ଦ୍ବିତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଥିଲା। କୋଠାବାଡ଼ ପଞ୍ଚାୟତର ବଡ଼ ଅଂକୁଲା ଗ୍ରାମରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ସାମ୍ପୁଲ ଜଣାପଡିବା ପରେ କିଲିଂ କରାଯାଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ…

ପୁଟିନଙ୍କ ଉପରେ ଖପ୍ପା ଟ୍ରମ୍ପ, ୟୁକ୍ରେନକୁ ବଢାଇଲେ ସାହାର୍ଯ୍ୟର ହାତ…

ନୂଆଦିଲ୍ଲୀ: ପୁଟିନଙ୍କ ଉପରେ ଅସନ୍ତୋଷ ଥିବା ଟ୍ରମ୍ପ ଏବେ ୟୁକ୍ରେନ ପାଇଁ ବଡ ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଯେ ରୁଷ ସହିତ କିଭ୍ ର ବିବାଦ ମଧ୍ୟରେ ତାଙ୍କ ପ୍ରଶାସନ ୟୁକ୍ରେନକୁ ପେଟ୍ରିଅଟ୍ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଇବ ।…

ଅପରେସନ ସିନ୍ଦୂର ପରେ ବଢିଲା ‘ବ୍ରହ୍ମୋସ’ର ଚାହିଦା: କିଣିବା ପାଇଁ ୧୫ଟି ଦେଶର ପ୍ରସ୍ତାବ

ନୂଆଦିଲ୍ଲୀ: ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦ ସମୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଅପରେସନ ସିନ୍ଦୂରରେ, ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳତା…

ଗଲୱାନ ସଂଘର୍ଷ ପରେ ପ୍ରଥମଥର ପାଇଁ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ: କିପରି ରହିଛି ଭାରତ-ଚୀନ ସମ୍ପର୍କ?

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇଟି ଦେଶ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚୀନକୁ ମଧ୍ୟ ଗସ୍ତ କରିବାକୁ ଯାଉଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଏସ ଜୟଶଙ୍କର ଚୀନ ଗସ୍ତ କରିବେ। ଯାହାର ଲକ୍ଷ୍ୟ ହେଉଛି ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ…

ରାଷ୍ଟ୍ର ନିର୍ମାଣରେ ଅବଦାନ ପାଇଁ ନବନିଯୁକ୍ତ ୪ରାଜ୍ୟସଭା ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ତଥା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ…