ଶିଳ୍ପାୟନ…ବିଜେପି ସରକାରରେ କେତେ ସଫଳ?
ଭୁବନେଶ୍ବର: ନିର୍ବାଚନ ସମୟରେ ଶିଳ୍ପ ସମୃଦ୍ଧି ସାଙ୍ଗକୁ ମେଗା ନିଯୁକ୍ତିର ସ୍ବପ୍ନ ଦେଖାଇଥିଲା ବିଜେପି । ୫ଲକ୍ଷ ଓଡିଆ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା । କ୍ଷମତାରେ ରହିବାର ବର୍ଷକ ମଧ୍ୟରେ ଉତ୍କର୍ଷ ଓଡିଶା ସମ୍ମିଳନୀର ସଫଳ ଆୟୋଜନ କରିଛନ୍ତି…