Latest Odisha News

BREAKING NEWS

ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର କାମ

ପୁରୀ: ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର କାମ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି। ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ। ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା…

ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିରେ ହାଜର ହେଲା ପୁତୁରା

କେନ୍ଦୁଝର: ସଦର ଥାନା ତଳପଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିକୁ ଗଲା ପୁତୁରା। ଦାଦାକୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କଲା ପୁତୁରା। ହତ୍ୟା ପରେ ଶୁଆକାଟି ଫାଣ୍ଡିରେ କଟା ମୁଣ୍ଡଧରି ପହଞ୍ଚିଲା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ…

୧୦ କୋଟି ଟଙ୍କାର ଗଞ୍ଜେଇ ଜବତ: ରାଜସ୍ଥାନକୁ ଚାଲାଣ ହେଉଥିଲା ଚାଲାଣ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। କୋରାପୁଟ ଜିଲ୍ଲା ଲମତାପୁଟ ପୁଡିଙ୍ଗ ଜଙ୍ଗଲରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ସବୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଖବର ପାଇ ମାଡିବସିଲା ପୋଲିସ। ଗଞ୍ଜେଇ ଚାଲାଣ ବେଳେ ରାସ୍ ଛକ ନିକଟରେ ପୋଲିସ୍ ହାତରେ ଧରାପଡିଛି। ଘଟଣାରେ ପୋଲିସ୍…

ୱାକଫ୍ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବିକ୍ଷୋଭ; ପୋଲିସ ଗାଡି଼କୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ୱାକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି। କୋଲକାତାର ଆଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ଏକ ରାଲି କରିଥିଲେ। ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟିର ସଭାପତି ସୁକାନ୍ତ ମଜୁମଦାର ଅଭିଯୋଗ…

ଆଜି ବି କାଳବୈଶାଖୀ ସମ୍ଭାବନା: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ବି ରାଜ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା। ଆସନ୍ତା ୪ ଦିନ ଯାଏ କାଳବୈଶାଖୀ ଥିବା ନେଇ ଚେତାବନୀ ଦିଆଯାଇଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଶ୍ରୀ ଭାଗବତ ସାର ୪: ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଶ୍ରୀକୃଷ୍ଣ ଭକ୍ତିରେ ରଶାଣିତ ହୋଇ ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ। ଏହି ଶୁଦ୍ଧ ଭକ୍ତିର ସ୍ୱରୂପ କଣ? ବିଭିନ୍ନ ଯୋଗୀ, ଋଷି, ଜ୍ଞାନୀ, ମୁନିଙ୍କ ମତ ଅନୁସାରେ ଏହାର ସଂଜ୍ଞା…

ଦେଓମାଳିରେ କଟକଣା ଲାଗୁ; ଆସିଲା ଏହି ସବୁ ନିୟମ..

କୋରାପୁଟ: ‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।…

ଓଡିଶା ପୋଲିସର ବିଜୟ ;୩-୨ ଗୋଲରେ ହାରିଲା ମହାରାଷ୍ଟ୍ର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନ (ଶୁକ୍ରବାର)ରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ଯାଚ ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ…

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ; ୫ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଜବତ

ମାଲକାନଗିରି: ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍‌‌ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା। ଖବରମୁତାବାକ, ଆଜି ଚିତ୍ରକୋଣ୍ଡା ବ୍ଲକର ସହକାରୀ…

ପୁରୀ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ

ପୁରୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ…