ସୀମାନ୍ତରେ ଆନ୍ଧ୍ରର ଚାଲାକି ପଣ୍ଡ; ସ୍ବାସ୍ଥ୍ୟସେବା ବନ୍ଦକଲେ ପଟ୍ଟାଙ୍ଗୀ ତହସିଲଦାର
ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗୀ ତହସିଲ । ସ୍ବାସ୍ଥ୍ୟ ଟିମ୍ ଆନ୍ଧ୍ର ସରପଞ୍ଚ ଦିବକର ଗେମେଲଙ୍କ ଉପସ୍ଥିତିରେ ଅନ୍ୟ ସୀମାନ୍ତ ପନିକିଗ୍ରାମ ଗ୍ରାମବାସୀଙ୍କୁ ଏକତ୍ରକରି ସ୍ବାସ୍ଥ୍ୟ…