ବାହାରି ପାରିଲାନି ନିଷ୍କର୍ଷ; ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ୱର: ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଖାରବେଳ ଭବନରେ ବସିଥିବା ରାଜ୍ୟ ପରିବହନ ମନ୍ତ୍ରୀ, କମିଶନର ଓ ସଚିବଙ୍କ ସହ ୪ ଘଣ୍ଟାର ବୈଠକ ପରେ ବି ବାହାରିପାରିଲାନି କୌଣସି ନିଷ୍କର୍ଷ । ଡ୍ରାଇଭର ସଙ୍ଘର ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଥିବା…