Latest Odisha News

BREAKING NEWS

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ୨୦୨୫ର ୫ମ ସଂସ୍କରଣକୁ  କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ…

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଲେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଏଥି ସହିତ କୋର୍ଟ ଦୋଷୀ କୁନା ପ୍ରଧାନଙ୍କୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲ୍‌ ରେ…

ରଥ ଉପରକୁ ମୋବାଇଲ୍‌ ନେବା ଅଭିଯୋଗରେ ୭ ସେବାୟତଙ୍କ ନାଁରେ ଏଫଆଇଆର

ପୁରୀ: ରଥ ଉପରକୁ ମୋବାଇଲ୍‌ ନେଇଥିବା ଅଭିଯୋଗରେ ୭ ସେବାୟତଙ୍କ ନାଁରେ ଥାନାରେ ଏଫଆଇଆର। ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ FIR ହୋଇଛି। ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍‌ ନେଇଥିଲେ।…

ଚହଲଙ୍କ ପ୍ରେମିକା କିଣିଲେ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ଆରଜେ ମହାବଶଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମେ ରାଜି ହେଉ ନ ଥିବା ବେଳେ ଉଭୟ ଧୀରେ ଧୀରେ ଏହାକୁ ପରୋକ୍ଷରେ ସ୍ୱୀକାର କରିବା ଆରମ୍ଭ କରିଛନ୍ତି । ଭଲ ଭାବେ ଘୋଷଣା ନ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା…

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୨ ଯବାନ ଗୁରୁତର

ମାଲକାନଗିରି: ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର। ମଲକାନଗିରି-ଛତିଶଗଡ଼ ସୀମାନ୍ତ ବାସାଗୁଡ଼ା ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ସମୟରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଛି। ତେବେ ଏହି ଗୁଳି ବିନିମୟ ବେଳେ କିଛି ମାଓବାଦୀ ନିହତ…

ଝାରସୁଗୁଡ଼ାରେ ୪୪୪ରୁ ଅଧିକ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅଟକ

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ…

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ରିପୋର୍ଟ ଦେଲା AAIB…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) AI 171 ବିମାନ ଦୁର୍ଘଟଣା ଉପରେ ଏହାର ପ୍ରାରମ୍ଭିକ ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ…

ମୁଁ ଗୌରୀଙ୍କୁ ବିବାହ କରିସାରିଛି: ଆମିର ଖାନ 

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରହୁଛନ୍ତି। କିଛି ଦିନ ପୂର୍ବରୁ ସେ ତାଙ୍କ ଜନ୍ମ ଦିନରେ ପ୍ରେମିକା ଗୌରୀଙ୍କୁ ସମସ୍ତଙ୍କ ସାମ୍ନାରେ ପରିଚୟ କରାଇଥିଲେ। ସେବେଠାରୁ ଗୌରୀଙ୍କୁ ଆମିରଙ୍କ ସହ ସବୁଠିି ଦେଖିବାକୁ…

ସ୍କୁଲ ଛାତ୍ରୀଙ୍କୁ ପିଲା ଜନ୍ମ ଦେବା ପାଇଁ ଋଷିଆ ସରକାର ଦେଉଛି ଟଙ୍କା, ଏହା ପଛର କାରଣ କ’ଣ ?

ନୂଆଦିଲ୍ଲୀ: ରୁଷ୍‌ରେ ସ୍କୁଲ ଛାତ୍ରୀଙ୍କୁ ଗର୍ଭବତୀ ହେବାକୁ ଦିଆଯାଉଛି । ପ୍ରୋତ୍ସାହନ । ଜନ୍ମହାର ହ୍ରାସ ପାଉଥିବାରୁ ଏପିର ନୂଆ ନୀତି ଆଣିଛି ଋଷିଆ । ଦେଶର କିଛି ଅଞ୍ଚଳରେ ସ୍କୁଲ ଛାତ୍ରୀମାନଙ୍କୁ ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେବା ଓ ତାଙ୍କ ପାଳନପୋଷଣ ପାଇଁ ୧୦୦,୦୦୦ ରୁବଲ୍‌ (ପ୍ରାୟ ୧…

 ଏଥିପାଇଁ ଲାରାଙ୍କ ରେକର୍ଡ ଭାଙ୍ଗିଲେନି ମୁଲ୍ଡର

ଡର୍ବାନ: ଏବେ ସବୁ ଆଡେ ଦକ୍ଷିଣ ଆଫ୍ରିକା ଅଧିନାୟକ ୱିୟାନ ମୁଲ୍ଡରଙ୍କୁ ପ୍ରଶଂସା କରାଯାଉଛି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୁଲ୍ଡର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୩୬୭ ରନର ଇନିଂସ ଖେଳିଥିଲେ । ଏହା ପରେ ସେ ଇନିଂସ ଘୋଷଣା କରି ପ୍ୟାଭିଲିୟନ ଫେରି ଆସିଥିଲେ । ତାଙ୍କ ନିକଟରେ…