ବ୍ରାସିଲିଆରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ସଂସ୍କୃତି ମନ୍ତ୍ରୋଚ୍ଚାରରେ ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ…..
ନୂଆଦିଲ୍ଲୀ: ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ପହଞ୍ଚିଛନ୍ତି। ବ୍ରାସିଲିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ…