Latest Odisha News

BREAKING NEWS

କିମ୍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

ଭୁବନେଶ୍ୱର: କିମ୍ସରେ ହେମୋଫାଗୋସାଇଟିକ୍  ଲିମ୍ଫୋହିଷ୍ଟିଓସାଇଟୋସିସ୍‍ ରୋଗରେ ପୀଡ଼ିତ ଜଣେ ୧୭ ବର୍ଷୀୟା ରୋଗୀଙ୍କଠାରେ ଏକ ବିରଳ ଆଲୋଜେନିକ୍ ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି। ଏହା ଏକ ବିରଳ ବଂଶାନୁକ୍ରମିକ ରକ୍ତ ଜନିତ ରୋଗ।ଏହାର ଉପଶମ ପାଇଁ ଅସ୍ଥି ମଜ୍ଜା ପ୍ରତିରୋପଣ…

ବିଶ୍ୱ ପରିବେଶ ଦିବସ: ସିନ୍ଦୂର ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଏକ ସିନ୍ଦୂର ଗଛ ଲଗାଇଛନ୍ତି । ଏହି ଗଛଟି ତାଙ୍କୁ ୧୯୭୧ ଯୁଦ୍ଧ ସମୟରେ ଉଲ୍ଲେଖନୀୟ ସାହସ ଦେଖାଇଥିବା କିଛି ମହିଳା ଉପହାର ଦେଇଥିଲେ । ଏହି ପଦକ୍ଷେପକୁ ନିକଟରେ ହୋଇଥିବା ଅପରେସନ ସିନ୍ଦୂର…

‘ଆମକୁ କାହାର ମଧ୍ୟସ୍ଥି ଦରକାର ନାହିଁ’: ରାହୁଲଙ୍କ ବୟାନରେ ଏମିତି ଉତ୍ତର ରଖିଲେ ଥରୁର୍….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ନେଇ ଏବେ କଂଗ୍ରେସ ଭିତରେ ଚାଲିଛି ବାକଯୁଦ୍ଧ । ପାର୍ଟିର ବଡ ବଡ ନେତା ଅପରେସନ ସିନ୍ଦୂର ନେଇ ନିଜ ନେତାଙ୍କୁ ଦେଉଛନ୍ତି କଡା ଜବାବ । ପୂର୍ବରୁ ଅନେକ ପ୍ରସଙ୍ଗ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଉପରେ, ଅନ୍ୟ କଂଗ୍ରେସ ନେତା ଖପ୍ପା ହୋଇଥିବା ବେଳେ କଡା…

୫ ହଜାର ଛୁଇଁବାକୁ ବସିଲାଣି କରୋନା, ୨୪ ଘଣ୍ଟାରେ ମଲେଣି ୭: କାହିଁକି ଏବେ ବି ଚିନ୍ତାର ବିଷୟ ନୁହେଁ?

ନୂଆଦିଲ୍ଲୀ: ପୁଣି ଘନେଇ ଆସୁଛି କରୋନା ବିପଦ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ଭିତରେ ପାଖାପାଖି ୨୦୦୦ ବୃଦ୍ଧି ପାଇଲାଣି ସଂକ୍ରମଣ ସଂଖ୍ୟା । ବୁଧବାର ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୩୦୨ ଥିଲା ବେଳେ, ଆଜି ଅର୍ଥାତ୍ ଗୁରୁବାର ୪୮୬୬କୁ ବୃଦ୍ଧି ପାଇଛି ।…

ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ସେକ୍ସନ ଅଫିସର

ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍‌ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ। ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV…

ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ…

ପିଓକେକୁ ବାଟ ଫିଟିଲା, ନିଜେ ପାକ୍ ମନ୍ତ୍ରୀ କରିଦେଲେ ବଡ ଘୋଷଣା….

ନୂଆଦିଲ୍ଲୀ:  ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ଏବଂ ୪ ଦିନିଆ ସଂଘର୍ଷ ପରେ, ଏବେ ଭାରତର ପିଓକେ ପୁନଃ ଅକ୍ତିଆର ପ୍ରୟାସ ଆରମ୍ଭ ହୋଇଛି । ଏହାରି ଭିତରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ବଡ ଘୋଷଣା କରିଛନ୍ତି । ଯାହା ଏବେ ପିଓକେ ଫେରି ପାଇବାର ଏକ ବଡ…

ମିଳୁନାହିଁ କି ଟ୍ରେନର କନଫର୍ମ ଟିକେଟ: AI କରିବ ସାହାଯ୍ୟ, ଚୁଟକିରେ ହୋଇଯିବ ସମାଧାନ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରେଳବାଇ ଟିକେଟ ବୁକିଂ ସମୟରେ ଟିକେଟ ନମିଳିବା ସମସ୍ୟାରେ ଅସୁବିଧାରେ ପଡ଼ୁଛନ୍ତ, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇର IRCTC ଏବେ ନିଜ ସେବାକୁ ଉନ୍ନତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲଜିର ବ୍ୟବହାର କରିବାକୁ ଯାଉଛି। ଏହା…

ଚାକିରି ନେଇଯିବ AI, ରିପୋର୍ଟରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବେ କେବଳ ଛୋଟ ଅଫିସ କାମରେ ସୀମିତ ହୋଇ ରହିବ ନାହିଁ । ଏହା ସମଗ୍ର ଶିଳ୍ପର ଦିଗ ବଦଳାଉଛି। ନିକଟରେ ପ୍ରକାଶିତ ରିପୋର୍ଟ ଦାବି କରିଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୪୦ ପ୍ରତିଶତ ଚାକିରି ଉପରେ AIର ପ୍ରଭାବ ପଡ଼ିବ। କେତେକ…