ୱାକଫ ବିଲ୍ ସମର୍ଥନ ନେଇ ବିଜେଡି ସୁପ୍ରିମୋଙ୍କୁ ନରସିଂହଙ୍କ ଟାର୍ଗେଟ, ବାହ୍ୟ ଶକ୍ତି କଥା କହି ପ୍ରସନ୍ନ କଲେ ସନ୍ଦେହ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ରାଜ୍ୟସଭାରେ ୱାକଫ (ସଂଶୋଧନ) ବିଲ୍କୁ ସମର୍ଥନ ଦେବା ନିଷ୍ପତ୍ତି ଦଳ ଭିତରେ ବିଭେଦ ସୃଷ୍ଟି କରିବା ସହ ବିରୋଧୀ ଦଳଗୁଡ଼ିକୁ ଆକ୍ରମଣର ସୁଯୋଗ ଦେଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରବିବାର ଗଣମାଧ୍ୟମ…