Latest Odisha News

BREAKING NEWS

ସିଭିଲ୍ ସର୍ଭିସ୍ ପାଇଁ ମାଗଣା କୋଚିଂ ପ୍ରଦାନ କରିବେ ରାଜ୍ୟ ସରକାର, ଆବେଦନ ଆରମ୍ଭ

ଭୁବନେଶ୍ୱର: ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଆଶାୟୀମାନଙ୍କୁ ମାଗଣା କୋଚିଂ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ୧୧ ମାସିଆ…

ଭୁବନେଶ୍ୱରର ଏହି ସ୍ଥାନରେ କମିବ ଗାଡ଼ି ସ୍ପିଡ…

ଭୁବନେଶ୍ୱର: ନ୍ୟାସନାଲ ହାଇୱେ ଅଥରିଟୀ ଅଫ ଇଣ୍ଡିଆ (ଏନଏଚଏଆଇ) ଦ୍ବାରା ଭୁବନେଶ୍ୱରର ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମୁଖରେ ଥିବା  NH-16 ଲେନରେ ସ୍ପିଡ୍ ରିଡ୍ୟୁସରଗୁଡ଼ିକୁ ଲଗାଯାଇଛି। ତେବେ ଏହାଦ୍ବାରା ସେଠାରେ ଯାତାୟାତ କରୁଥିବା ଯାତ୍ରୀ ଓ ପଦଯାତ୍ରୀମାନେ ସୁରକ୍ଷିତ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ଜୁନ ଶେଷ ସୁଦ୍ଧା ମିଳିବ ତେଜସ MK-1A

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ପ୍ରଥମ LCM Mk14 ବିମାନ ଜୁନ ମାସ ଶେଷ ସୁଦ୍ଧା ବିତରଣ କରାଯିବା ନେଇ ସୂଚନା ମିଳିଛି। ଏହା ନାସିକରେ ନିର୍ମିତ ନୂଆ ଉତ୍ପାଦନ କେନ୍ଦ୍ରରୁ ବିତରଣ କରାଯିବ। ୨୦୨୧ ମସିହା ଫେବୃଆରୀରେ ଭାରତୀୟ ବାୟୁସେନା ୮୩ଟି ବିମାନ ମାର୍ଚ୍ଚ ୨୦୨୪ ସୁଦ୍ଧା…

୬,୧୮୧ କୋଟି ଟଙ୍କାର ୨୦୦୦ ନୋଟ୍ ଏପର୍ଯ୍ୟନ୍ତ ଫେରିନାହିଁ: ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛି । ୨୦୦୦ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ଏହି ନୋଟ୍ ବଜାରରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦିଆଯାଇନାହିଁ। ଆରବିଆଇ ଅନୁଯାୟୀ ୩୧ ମେ ୨୦୨୫ ସୁଦ୍ଧା, ୬,୧୮୧ କୋଟି ଟଙ୍କା ମୂଲ୍ୟର ୨୦୦୦…

ସାମାନ୍ୟ ଅଣ୍ଡା ତରକାରୀ ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ:ଏ କି ସ୍ବାମୀ ! ଖାଇବା ବେଳେ ସାମାନ୍ୟ ଅଣ୍ଡା ତରକାରୀ ନଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ପିଟି ପିଟି ମାରିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାର କୁଟଲିଂ ବନ୍ଧସାହିଂ ଗାଁରେ । ଖବରମୁତାବକ, ମଙ୍ଗଳବାର ମଧ୍ୟାହ୍ନରେ କାମ ସାରି…

ଟିମ ଉପରେ ଦୃଷ୍ଟି ନ ପଡିବ ବୋଲି କାରରେ ଲେମ୍ବୁ, ଲଙ୍କା ଲଗେଇ ଆସିଲେ ପ୍ରଶଂସକ

ଅହମ୍ମଦାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବା ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ଆରସିବିର ଏହି ପ୍ରଶଂସକଜଣଙ୍କ ନିଜ ଟିମ ଉପରେ ଯେପରି ଖରାପ ଦୃଷ୍ଟି ନ ପଡିବ ସେଥିପାଇଁ ଅଭିନବ ଉପାୟ ଅବଲମ୍ବନ…

ଆଗାମୀ ତିନି ଘଣ୍ଟାରେ ରାଜ୍ୟର ଏହି ସ୍ଥାନରେ ଝଡ଼ବର୍ଷା…

ଭୁବନେଶ୍ବର:ଆଗାମୀ ତିନି ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏଥିସହ ଅରେଞ୍ଜ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମାଲକାନଗିରି , ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, …

ରାଉରକେଲା ସମେତ ୩ସ୍ଥାନର ବିଭିନ୍ନ ବିସ୍ଫୋରକ ଗୋଦାମରେ ଆରମ୍ଭ ହେଲା ଯାଞ୍ଚ

ସୁନ୍ଦରଗଡ:ପଶ୍ଚିମାଞ୍ଚଳ ଡିଆଇଜି ନିର୍ଦ୍ଦେଶରେ ତିନୋଟି ପୋଲିସ ଜିଲ୍ଲାରେ ଥିବା ସମସ୍ତ ବିସ୍ଫୋରକ ଗୋଦାମରେ ଯାଞ୍ଚ ଆରମ୍ଭ  କରିଛି । ରାଉରକେଲା ସମେତ ପୂରା ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ଯାଞ୍ଚ କରାଯାଉଛି । ଖଣିରେ କେତେ ପରିମାଣର ବିସ୍ଫୋରକ ଗଚ୍ଛିତ ଅଛି । ବିସ୍ଫୋରକ ରଖିବାର ଅନୁମତି…

ଇନ୍ଦୋର ଦମ୍ପତି ନିଖୋଜ ଘଟଣା; ୧୧ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ

ଇନ୍ଦୋର: ମେଘାଳୟର ସିଲଂରେ ଇନ୍ଦୋର ଦମ୍ପତିଙ୍କ ନିଖୋଜ ଘଟଣାର ୧୧ ଦିନ ପରେ ସ୍ୱାମୀ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜାଙ୍କ ଭାଇ ସଚିନ ଏନେଇ ସ୍ପଷ୍ଟ କରିଛନ୍ତି। ତାଙ୍କ ହାତରେ ରାଜାଙ୍କ ନାମ ଲେଖା ହୋଇଛି। ମୃତ ରାଜାଙ୍କ ଭାଇ ବିପିନ ଚିହ୍ନଟ କରିଛନ୍ତି ଯେ ସ୍କୁଟି…

ସମସ୍ତଙ୍କୁ ନିଜର ସୀମା ଜାଣିରଖିବା ଉଚିତ୍, ଏପରି କାହିଁକି କହିଲେ ଅଭିନେତା ପଙ୍କଜ ତ୍ରିପାଠୀ…

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ 'ସ୍ପିରିଟ୍'ରେ ଦୀପିକା ପାଦୁକୋନଙ୍କ ସ୍ଥାନ ନେଇଛନ୍ତି ତୃପ୍ତି ଡିମରି । ଭାଙ୍ଗାଙ୍କ ଦ୍ୱାରା ଏହି ଘୋଷଣା ହେବା ପରଠାରୁ, ଦୀପିକା ପାଦୁକୋନ ନିରନ୍ତର ଚର୍ଚ୍ଚାରେ ଅଛନ୍ତି । କୁହାଯାଉଛି ଯେ 'ସ୍ପିରିଟ୍' ପାଇଁ ଦୀପିକାଙ୍କର କିଛି ଡିମାଣ୍ଡ ଥିଲା । ତାଙ୍କର…