Latest Odisha News

BREAKING NEWS

ବଜରଙ୍ଗୀ ଭାଇଜାନ ସୀକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସଲମାନ

ମୁମ୍ବାଇ: ସଲମାନ ଖାଁ ସିକନ୍ଦର ଫିଲ୍ମର ସଫଳତା ନେଇ ବେଶ ଆଶାୟୀ ଥିଲେ । ଏହା ପୂର୍ବରୁ ତାଙ୍କର ଅନ୍ୟ ଫିଲ୍ମଗୁଡିକ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲା । ତେବେ ଭାଇଜାନଙ୍କ ପୂନର୍ବାର ନିରାଶ ହେବାକୁ ପଡିଛି । ସିକନ୍ଦର ଫିଲ୍ମକୁ ଦର୍ଶକମାନେ ନାପସନ୍ଦ କରିଛି । ବକ୍ସ ଅଫିସରେ ଏହା…

ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି

ଭୁବନେଶ୍ଵର: ଚଳିତ ବର୍ଷ ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତାକାଲି ଶ୍ରୀରାମ ନବମୀ ଥିବାରୁ ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳିବ ଦଳ । ତେବେ ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବାକୁ…

ଘିବଲି ଟ୍ରେଣ୍ଡ; ଡାଟା ଚୋରୀ ନେଇ ସତର୍କ କରାଇଲେ ୟୁଏଇ ସରକାର

ନୂଆଦିଲ୍ଲୀ: ଯୁବପିଢିଙ୍କୁ ବାୟା କରୁଛି ଘିବଲି ଷ୍ଟାଇଲ। ଏହି ଟ୍ରେଣ୍ଡକୁ ଫଲୋ କରି ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ଆନିମେସନ ଫଟୋ ତିଆରି କରି ଖୁସି ହେଉଛନ୍ତି। ଆପଣଙ୍କର ଯେକୌଣସି ଫଟୋ ଉଠାନ୍ତୁ, ଏହାକୁ ଯେକୌଣସି AI Ghibli Style କ୍ରିଏଟର୍ ଟୁଲ୍‌ରେ ରଖନ୍ତୁ। ବାସ୍ କିଛି ସେକେଣ୍ଡରେ…

ସସ୍ମିତଙ୍କ ବୟାନକୁ ନେଇ ହୁଲୁସ୍ତୁଲ ରାଜ୍ୟ ରାଜନୀତି, ନବୀନଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା

ଭୁବନେଶ୍ଵର: ନବୀନଙ୍କୁ ପ୍ରତାପ ଜେନା ଚିଠି ଲେଖିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର କନ୍ଦଳକୁ ପଦାରେ ପକାଇଛି ବିଜେପି । ଏବେ ନବୀନ ବାବୁଙ୍କୁ ପ୍ରତାପ ଖୋଲା ଚ୍ୟାଲେଞ୍ଜ କଲେଣି । ପ୍ରତାପ ଜେନା ଚିଠି ଲେଖି ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ବାଂଲାଦେଶୀ ନାବାଳିକାଙ୍କୁ ସେକ୍ସ ରାକେଟ୍‌ରେ ସାମିଲ୍‌ ଘଟଣା: ତଦନ୍ତ ଭାର ନେଲା ଏନ୍‌ଆଇଏ

କଟକ: ବାଂଲାଦେଶରୁ ଜଣେ ନାବାଳିକାଙ୍କୁ ସୀମା ପାର୍‌ କରାଇ ଓଡ଼ିଶା ଆଣି ସେକ୍ସ ରାକେଟ୍‌ରେ ନିୟୋଜିତ କରିବା ଘଟଣାରେ ଏନଆଇଏ ସାମିଲ। ଏହି ମାମଲାରେ ତଦନ୍ତ ଭାର ନେଲା‌ ଏନ୍‌ଆଇଏ (ନାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି)। ଅନ୍ୟପଟେ ଏହି ମାମଲାରେ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ…

ଭୟଙ୍କର ଦୁର୍ଘଟଣା: ୪ ବର୍ଷର ପୁଅ ସାମ୍ନାରେ ଚାଲିଗଲା ବାପା-ମାଆଙ୍କ ଜୀବନ

ଯାଜପୁର: ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି। ଏହି ଦୁର୍ଘଟଣାରେ ୪ ବର୍ଷର ପୁଅ ଆଗରେ ଚାଲିଗଲା ବାପା-ମାଆଙ୍କର ଜୀବନ। ଦୁର୍ଘଟଣାରେ ଗୁରୁତର ହୋଇଥିବା ବାପାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ। ଯାଜପୁର…

ଟିକେଟ ବୁକିଂ ବଦଳରେ ମଦ ଲାଞ୍ଚ, ରେଲୱେ କର୍ମୀ ନିଲମ୍ବିତ

ଭୁବନେଶ୍ୱର: ପାରାଦୀପ ରେଳ ଷ୍ଟେସନ ଟିକେଟ କାଉଣ୍ଟରରେ ଟିକେଟ ବୁକିଂ ବଦଳରେ ମଦ ଲାଞ୍ଚ ନେଉଥିବା ଅଭିଯୋଗରେ ଜଣେ ରିଜର୍ଭେସନ ସୁପରଭାଇଜରଙ୍କୁ ନିଲମ୍ବିତ କରାଯାଇଛି। ହିମାଂସୁ ଶେଖର ବେହେରାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ରୋଡ୍…

ବିଜେଡି ନେତା ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ

ବାଲେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ । ରାଜାଙ୍କ ଜାମିନ ଆବେଦନ ଖାରଜ କଲେ ଓପିଆଇଡି କୋର୍ଟ । ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଜି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଆବେଦନ ଖାରଜ କରିଦେଇଛନ୍ତି ଓପିଆଇଡି କୋର୍ଟ ।…

‘ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ଆମ ଭୂମି ବ୍ୟବହାର କରିବାକୁ ଦେବୁ ନାହିଁ’

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ଏକ ନୂତନ ଶକ୍ତି ଦେବା ଦିଗରେ ଅଗ୍ରସର ହେଉଛି । ଫଳରେ ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଏବେ ଚୀନ୍‌ ର ଚିନ୍ତା ବଢ଼ାଇବାରେ ଲାଗିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେ ଚୀନର ନାମ ନ ନେଇ…

ଗୁଜୁରାଟରେ ହିଟ୍ ଆଣ୍ଡ ରନ୍ ମାମଲା; ଗଞ୍ଜେଇ ନିଶାରେ ଗାଡି ଚଳାଉଥିଲେ ଲ’ ଛାତ୍ର

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରକ୍ଷିତ ଚୌରାସିଆ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲା। ଗାନ୍ଧୀନଗର ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ…