Latest Odisha News

BREAKING NEWS

ଟ୍ରାଫିକ ଚାଲାଣରୁ କେମିତି ବର୍ତ୍ତିବେ, ଜାଣନ୍ତୁ ସିକ୍ରିଟ ଉପାୟ

ନୂଆଦିଲ୍ଲୀ: ଯଦି ଟ୍ରାଫିକ ନିୟମ ନମାନନ୍ତି ତେବେ ଆପଣଙ୍କ ଚାଲାଣ କଟିବ। ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଜୋରେ ଡ୍ରାଇଭିଂ କଲେ ବି ଆପଣଙ୍କର ମୋଟା ଅଙ୍କର ଚାଲାଣ କଟିବ। ଏଥିପାଇଁ ଆପଣ ବହୁତ ଟେନସରେ ମଧ୍ୟ ରହୁଥିବେ। କିନ୍ତୁ ଆମେ ଆପଣଙ୍କୁ ଖୁସି ଖବର ଦେବାକୁ ଚାହୁଁଛୁ। ଯଦି ଆପଣଙ୍କ…

କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବେ ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ

ଭୁବନେଶ୍ୱର: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର। ୨୦୨୪ ମସିହା ପାଇଁ ଓଡ଼ିଆ ଭାଷା ଲାଗି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ। ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ…

ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପ : ଫ୍ଲୋର ଏକ୍ସରସାଇଜ ଫାଇନାଲରେ ତପନ

ଭୁବନେଶ୍ୱର: ଓଡିଶାର ଷ୍ଟାର ଜିମ୍ନାଷ୍ଟ ତପନ ମହାନ୍ତି ଏଫଆଇଜି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ବାକୁରେ ଅନୁଷ୍ଠିତ ଏହି ବିଶ୍ୱକପର ଫ୍ଲୋର ଏକ୍ସରସାଇଜ ଫାଇନାଲରେ ପ୍ରବେଶ କରିଛନ୍ତି । ୨୨ ବର୍ଷୀୟ ଏହି ଯୁବ ଜିମ୍ନାଷ୍ଟ ୧୨.୬୦୦ ସ୍କୋର କରି…

ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ ଲାଇନ: ମନ୍ତ୍ରୀ

ଭୁବନେଶ୍ଵର: ଏଣିକି ଆଉ ଚିନ୍ତା ନାହିଁ । ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ ଲାଇନ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ହୋଇଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବୈଠକରେ ବିଲ୍ ଦେଇ…

ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତି: ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ମାନଙ୍କରେ ଯେପରି ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡା ନିର୍ଦ୍ଦେଶ…

ସ୍ପିନ ଜାଲରେ କିଏ ମଜଭୁତ, ଏବେ ହେବ ପ୍ରକୃତ ପରୀକ୍ଷା

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦୁବାଇରେ ରଚା ଯାଇଥିବା ସ୍ପିନ ଜାଲରେ ଏବେ ଦୁଇ ଶକ୍ତିଶାଳୀ ଟିମ ମୁହାଁମୁହିଁ ହୋଇଛନ୍ତି । କ୍ରମାଗତ ମ୍ୟାଚ ଖେଳିବ ଭାରତ ପିଚର ଗଣିତକୁ ଭଲ ଭାବେ କଷି ପାରିଛି । ଏବେ ନ୍ୟୁଜିଲାଣ୍ଡ ଏହାର…

ଏଥର ହେବ ଅନନ୍ୟ ରଙ୍ଗ ଖେଳ, ବିଧବା ଖେଳିବେ ହୋଲି

ଲକ୍ଷ୍ନୌ: ଏକ ଅନନ୍ୟ ରେକର୍ଡ କରିବାକୁ ଯାଉଛି ଉତ୍ତରପ୍ରଦେଶର ବୃନ୍ଦାବନ । ସରକାରଙ୍କ ଉଦ୍ୟମରେ ୨୦୦୦ ରୁ ଅଧିକ ବିଧବା ମହିଳା ଚଳିତବର୍ଷ ହୋଲି ଖେଳି 'ଗିନିଜ ୱାର୍ଲ୍ଡ ରେକର୍ଡ' ସୃଷ୍ଟି କରିବେ । ଯଦିଓ ମଥୁରା – ବୃନ୍ଦାବନର ହୋଲି ବିଶ୍ୱ ପ୍ରସିଦ୍ଧ, କିନ୍ତୁ ଏଥର ଏଠାରେ ହେବାକୁ ଥିବା ହୋଲି…

ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ପୂରଣ କରିବ ଗ୍ରୀଷ୍ମ ଋତୁର ପିକ୍ ଚାହିଦା

ବ୍ରହ୍ମପୁର: ଚଳିତ ବର୍ଷ ଖରା ଦିନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ନିଆଯାଉଛି। ଖରା ଦିନେ ବିଦ୍ୟୁତ କାଟ ସମସ୍ୟାକୁ ଏଡ଼ାଇବା ସହ…

ଟ୍ରମ୍ପଙ୍କ ଟାରିଫ୍ ମାଡ଼, କାହିଁକି ନିରବ ଭାରତ?

ନୂଆଦିଲ୍ଲୀ: ଭାରତ ଉପରେ ଆସନ୍ତା ମାସ ୨ତାରିଖରୁ ପାରସ୍ପରିକ ଆମଦାନୀ ଶୁଳ୍କ ଲଗାଇବ ଆମେରିକା । ଆମେରିକା ସଂସଦରେ ଟାରିଫକୁ ନେଇ କୌଣସି ବୁଝାମଣା ହେବନି ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ ଆମେରିକା ପ୍ରଥମ ନୀତି ପାଇଁ ସାରା ବିଶ୍ବରେ ବ୍ୟାପାର ଅସ୍ତବ୍ୟସ୍ତ ହେବାର…

ଏନଡିଏର ଅସ୍ତ୍ର ‘ଜଙ୍ଗଲରାଜ’, ଆରଜେଡିର କାଉଣ୍ଟର

ନୂଆଦିଲ୍ଲୀ: ଲାଲୁ-ରାବଡ଼ିଙ୍କ ୧୫ବର୍ଷ ବନାମ ନୀତିଶଙ୍କ୧୯ବର୍ଷ । ବିହାର ନିର୍ବାଚନରେ ଏନଡିଏର ସବୁଠୁ ବଡ଼ ଅସ୍ତ୍ର ଜଙ୍ଗଲରାଜ। ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ଲାଲୁପ୍ରସାଦ ଯାଦବ ଓ ରାବିଡି ଦେବୀଙ୍କ ୧୫ବର୍ଷ ଶାସନ କାଳକୁ ଜଙ୍ଗଲରାଜ କହି ଟାର୍ଗେଟ୍ କରୁଛି ଏନଡିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…