‘ହେରା ଫେରି ୩’ରେ କିଏ ହେବେ ବାବୁ ରାଓ; AI ଜାରି କଲା ଫଟୋ
ମୁମ୍ବାଇ: ଗତ କିଛି ଦିନ ଧରି 'ହେରା ଫେରି ୩'କୁ ନେଇ ଚର୍ଚ୍ଚା ଚାଲିଛି। ପରେଶ ଫିଲ୍ମରୁ ଓହରିଯିବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିଲେ। ଏପରିକି ନୂଆ ବାବୁ ରାଓ କି ହେବେ ସେନେଇ ସର୍ଚ୍ଚ ଚାଲିଥିଲା।
ଅନେକ ପ୍ରଶଂସକମାନେ ନିର୍ମାତାଙ୍କୁ କହିଥିଲେ ଯେ ବାବୁ ରାଓଙ୍କ ବିନା ଫିଲ୍ମ…