Latest Odisha News

BREAKING NEWS

ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଆସିଲା ମାରାତ୍ମକ ଅଭିଯୋଗ

ମୁମ୍ବାଇ: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ସୂର୍ଯ୍ୟକୁମାର ମୁମ୍ବାଇ ଟିମକୁ ଦୁଇ ଫାଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ଯଶସ୍ୱୀ ଜୈସୱାଲ ମୁମ୍ବାଇ ଟିମ ଛାଡିବା ପରେ ଏ ଭଳି ରିପୋର୍ଟମାନ ପ୍ରକାଶ ପାଇଛି ।…

ଟିକେ ଅପେକ୍ଷା କରନ୍ତୁ… ୫୫ ହଜାରକୁ ଖସିଯିବ ସୁନା ଦର !

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ବ୍ରେକ ଲଗୁନି। ଏମିତି ଲାଗୁଛି ଯେମିତି ଆଉ କିଛି ଦିନ ପରେ ଲକ୍ଷେ ଟଙ୍କା ଟପିଯିବ ସୁନା । ଦେଶର ଫ୍ୟୁଚର୍ସ ବଜାର ଏବଂ ଦିଲ୍ଲୀ ସୁନା ବଜାରରେ ଏହାର ସଙ୍କେତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥିଲା। ଦେଶର ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୯୧, ୪୦୦…

କର୍କଟ ରାଶିରେ ମଙ୍ଗଳଙ୍କ ପ୍ରବେଶ, ଏହି ୩ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଗ୍ରହମାନଙ୍କର ସେନାପତି କୁହାଯାଏ । ମଙ୍ଗଳ ଗ୍ରହକୁ ସାହସ, ବୀରତ୍ୱ, ଶକ୍ତି, ଭୂମି, ରକ୍ତ, ଭାଇ, ଯୁଦ୍ଧ ଏବଂ ସେନାର କାରକ ଭାବରେ ବିବେଚନା…

ସଂସଦରେ ପାକିସ୍ତାନ ଜିନ୍ଦାବାଦ !ରାଗି ଉଠିଲେ ନିର୍ମଳା

ନୂଆଦିଲ୍ଲୀ : ୱାକଫ ବିଲ୍‌ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍‌ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି…

କେଦାରନାଥ ଯାତ୍ରା ପୂର୍ବରୁ ଖଚରଙ୍କ ଠାରେ ଭାଇରସ ଚିହ୍ନଟ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ୩୦୦ ଖଚରମାନଙ୍କର ନମୁନା ଯାଞ୍ଚ ପାଇଁ ନିଆଯାଇଥିଲା ଯାହା ମଧ୍ୟରୁ ୧୨ ଖଚରଙ୍କ ଠାରେ H3N8 ଇନଫ୍ଲୁଏଞ୍ଜା ଭାଇରସ ଚିହ୍ନଟ ହୋଇଛି। ତେବେ ରୋଗ ଚିହ୍ନଟ ହେବାପରେ…

ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ସଳର ଷ୍ଟାର ପେସ ବୋଲର କାଗିସୋ ରାବାଡା ଟୁର୍ଣ୍ଣାମେଂଟ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦକ୍ଷିଣ ଆଫ୍ରିକା ଫେରି ଯାଇଛନ୍ତି । ସେ କେବେ ପ୍ରତ୍ୟାବର୍ତନ କରିବେ ସେ ନେଇ…

ଦୁଗ୍ଧ ଉତ୍ପାଦନକୁ ବହୁଗୁଣିତ କରିବ ଅନ-କଲ୍ କୃତ୍ରିମ ପ୍ରଜନନ ସେବା

ଭୁବନେଶ୍ୱର: ଅନ-କଲ୍ କୃତ୍ରିମ ପ୍ରଜନନ (ଏଆଇ) ସେବା ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ଗୋପାଳକ ମାନେ ଏହି ସେବା ଘରେ ବସି ପାଇ ପାରିବେ। ଏଥି ପାଇଁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ପକ୍ଷରୁ ଟୋଲ୍-ଫ୍ରି ନମ୍ବର ‘୧୫୫୩୩୩’ର ବ୍ୟାପକ ସୁଯୋଗ ନେବାକୁ…

ଭୁବନେଶ୍ୱରରେ ହେବ ୩ ନୂଆ ଗୃହ ନିର୍ମାଣ ପ୍ରକଳ୍ପ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ୨୦୨୫-୨୬…

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା; ପୋଲିସ-ସେବାୟତ ସମନ୍ୱୟ ବୈଠକ 

ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ଆସନ୍ତା ୦୫.୦୪.୨୦୨୫ ଓ ୦୯.୦୪.୨୦୨୫ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ପାଇଁ ଆଜି ଲିଙ୍ଗରାଜ ଥାନାରେ ପୋଲିସ ଏବଂ ସେବାୟତଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ…

୨୪ ଘଣ୍ଟାରେ ପ୍ରବଳ ବର୍ଷା ! ଆଲର୍ଟ କଲା ପାଣିପାଗବିଭାଗ

ନୂଆଦିଲ୍ଲୀ:କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଆଗାମୀ ୩ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ରହିବ। ୩ ଦିନ ପରେ ପୁଣି କଲବଲ କରିବ ଖରା ଗରମ ଓ ଗୁଳୁଗୁଳି। ଟ୍ରଫ ଲାଇନ ତଥା ବଙ୍ଗୋପସାଗର ରୁ ବହୁଥିବା ଆର୍ଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ କାଳବୈଶାଖୀ ବର୍ଷା କରାଇବ।…