ପାକିସ୍ତାନର ସେନା କନଭେ ଉପରେ ଆତ୍ମଘାତୀ ଆକ୍ରମଣ, ୧୩ ଯବାନ ମୃତ ୧୦ ଗୁରୁତର
ଇସଲାମବାଦ: ଶନିବାର ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି । ଯେଉଁଥିରେ ୧୩ ଜଣ ସୈନିକଙ୍କ ପ୍ରାଣ ଯାଇଥିବାବେଳେ, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି ।
ଖାଇବର ପଖତୁନଖ୍ୱା…