ଭାରତୀୟଙ୍କ ଆଖିରେ ହଜିଯାଇଛି ନିଦ, ୬୦% ଲୋକ ୬ ଘଣ୍ଟାରୁ କମ ଶୁଅନ୍ତି
ଭୁବନେଶ୍ୱର: ଭାରତୀୟଙ୍କ ଆଖିରେ ହଜିଯାଇଛି ନିଦ । ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ତିନି ଜଣଙ୍କୁ ରାତିରେ ଠିକ୍ ଭାବେ ନିଦ ହେଉନାହିଁ । ଏପରି ଏକ ରିପୋର୍ଟ ପ୍ରକାଶ କରିଛି ଏଜିଆର ନଲେଜ ସର୍ଭିସେସ ।ତଥ୍ୟ ଅନୁଯାୟୀ, ୬୦% ଭାରତୀୟ ପ୍ରତିଦିନ ରାତିରେ ୬ ଘଣ୍ଟାରୁ କମ ଶୁଅନ୍ତି। ଆସନ୍ତୁ…