ନୋବେଲ ଶାନ୍ତି ପାଇଁ ମନୋନୀତ ହେଲେ ଟ୍ରମ୍ପ ! ପାକିସ୍ତାନ ବୈଦେଶିକ ମନ୍ତ୍ରୀ କଲେ ସୁପାରିଶ
ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ-ଇସ୍ରାଏଲ ମଧ୍ୟରେ ସିଜଫାୟାର ପାଇଁ ତାଙ୍କୁ କରାଯାଇଛି ମନୋନୀତ । ଏପରି ରିପୋର୍ଚ ପ୍ରକାଶ କରିଛି ଫକ୍ସ ନ୍ୟୁଜ । ଆମେରିକା ସାଂସଦ ବଡି କାର୍ଟର ଟ୍ରମ୍ପଙ୍କୁ ଏହି ପୁରସ୍କାର…