ଆମେରିକା ଗୁଇନ୍ଦା ସଂସ୍ଥାର ସାଂଘାତିକ ଖୁଲାସା, ଧରାପଡ଼ିଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଇରାନ୍ର ପରମାଣୁ କେନ୍ଦ୍ର ଉପରେ କରାଯାଇଥିବା ଆକ୍ରମଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପ ଦାବି କରିଥିଲେ ଯେ, ଏହି ଆକ୍ରମଣ ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ଦଶ ବର୍ଷ ପଛକୁ ଠେଲି ଦେଇଛି। କିନ୍ତୁ ଲିକ୍…