୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା: ରାଜ୍ୟ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା
ଭୁବନେଶ୍ୱର/ନୂଆଦିଲ୍ଲୀ: ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲାରେ ରାହୁଲ ଗାନ୍ଧୀ କଡା ନିନ୍ଦା କରିଛନ୍ତି। ଏହାସହ ଓଡିଶାର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏହା ପରେ ରାଜ୍ୟ କଂଗ୍ରେସ ଉଦ୍ବେଗ ପ୍ରକାଶ କରିଛି।…