ବିରଳ ଜି ବ୍ଲଡ଼ ଗ୍ରୁପ ଆବିଷ୍କାର କଲେ ଗବେଷକ
ନୂଆଦିଲ୍ଲୀ: ଫ୍ରାନ୍ସର ଗବେଷକମାନେ ଏକ ଭିନ୍ନ ପ୍ରକାରର ବ୍ଲଡ଼ ଗ୍ରୁପ ଆବିଷ୍କାର କରିଛନ୍ତି। ଯାହାକି ସମଗ୍ର ବିଶ୍ବରେ କେବଳ ଜଣେ ମହିଳାଙ୍କ ପାଖରେ ହିଁ ଦେଖିବାକୁ ମିଳିଛି।
ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ଲଡ଼ ଗ୍ରୁପଟି ଅନ୍ୟ ୪୭ ରକ୍ତ ଗ୍ରୁପର ସହିତ ମେଳ ଖାଉନାହିଁ। ଫ୍ରାନ୍ସ…