ଆସୁଛି କି ବଡ ବିପଦ ! ବଜ୍ରାଘାତରେ ଭାଙ୍ଗିଲା ମହିମାଗାଦିର ଦଧିନଉତି
ଢେଙ୍କାନାଳ:ଯୋରନ୍ଦା ମହିମାଗାଦିର ଦଧିନଉତି ଭାଙ୍ଗିଗଲା । ବଜ୍ରାଘାତରେ ମହିମଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି ।
ଘଟଣା…