ଯାଜପୁରରେ ସୁଧୁରୁଛି ଡାଇରିଆ ସ୍ଥିତି, ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ
ଯାଜପୁର: ରାଜ୍ୟରେ ଡାଇରିଆ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଓ ନୂତନ ସଂକ୍ରମିତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଉଛି । ଯାଜପୁର ଜିଲ୍ଲାରେ ମଧ୍ୟ ଧୀରେ ଧୀରେ ସୁଧୁରୁଛି ଡାଇରିଆ ସ୍ଥିତି । ଯାଜପୁର ରୋଡ ମେଡିକାଲରେ ଆଜି ଆଉ ୩ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ।
ଅନ୍ୟପଟେ,…