Latest Odisha News

BREAKING NEWS

ସମ୍ବିଧାନ ହତ୍ୟା ଦିବସ ପାଳିବେ ରାଜ୍ୟ ସରକାର

ଭୁବନେଶ୍ବର: ଆସନ୍ତା ୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳିବେ ରାଜ୍ୟ ସରକାର । ଜରୁରୀକାଳୀନ ସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ପାଳିବେ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଭୁବନେଶ୍ବର ରେଳ ଅଡିଟୋରିଅମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଶାନ୍ତି ପଥକୁ ଫେରିଆସୁ ଇରାନ ନଚେତ୍, ଆହୁରି ବଡ ଆକ୍ରମଣ ହେବ: ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍: ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଇରାନ ଗତ ୪୦ ବର୍ଷ ଧରି ମିଡଲ ଇଷ୍ଟକୁ ଧମକ ଦେଇ ଆସୁଥିଲା । ଏବେ ଆଶା ଅଛି ଯେ ମିଡଲ ଇଷ୍ଟରେ ଶାନ୍ତି ପ୍ରତିଷ୍ଠା ହେବ । ଇରାନକୁ…

ଖୁବ୍ ଶୀଘ୍ର ବଜାରକୁ ଆସିବ ଟାଟା କ୍ୟାପିଟାଲର IPO

ନୂଆଦିଲ୍ଲୀ:ଏବେ IPO ବଜାର ପାଇଁ ମଧ୍ୟ ଏକ ଭଲ ଖବର ଆସୁଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI-Securities and Exchange Board of India) ଟାଟା ସନ୍ସର ଏକ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଟାଟା କ୍ୟାପିଟାଲ୍‌ର ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (IPO) ର ଡ୍ରାଫ୍ଟ…

ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା

ତେହରାନ: ଆମେରିକା ଏବେ ଆନୁଷ୍ଠାନିକ ଭାବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରବେଶ କରିଛି । ଇରାନ ଉପରେ ବଡ଼ ଆକ୍ରମଣ କରିଛି ଆମେରିକା । ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା । ଫଳରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି…

ଶ୍ରୀ ଭାଗବତ ସାର ୭୫: ଶ୍ରୀମଦ ଭାଗବତଙ୍କ ପରି ମହାନ ଗ୍ରନ୍ଥର ଧ୍ୱନିରେ ପ୍ରତ୍ୟେକ ମଣିଷଙ୍କ ଅନ୍ତର ଭକ୍ତି ରସରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ, ମୂଳ ସଂସ୍କୃତ ଭାଗବତଙ୍କର ଆକ୍ଷରିକ ଅନୁବାଦ ନୁହେଁ ଏହା ଥିଲା ଭାବାନୁବାଦ। କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ଆଉ ଜଣେ ଓଡ଼ିଆଙ୍କ ଦ୍ୱାରା ସଂସ୍କୃତ ଭାଗବତର ଓଡ଼ିଆ ଅନୁବାଦ ହୋଇଥିଲା। ସେ ଥିଲେ…

“ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”ବାର୍ତ୍ତା ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲା ଓଡ଼ିଶା ଖଣି…

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ପକ୍ଷରୁ ଏହାର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ପରିସରଠାରେ "ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଅଛି। ନିଗମ ଅଧିନସ୍ଥ ସମସ୍ତ ଖଣି ୟୁନିଟ୍, ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ…

ଦେଖନ୍ତୁ ଭିଡିଓ; ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ , ୮ ମୃତ

ବ୍ରାଜିଲ:ବ୍ରାଜିଲରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ମଝି ଆକାଶରେ ଏକ ହଟ୍ ଏୟାର ବେଲୁନରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୩ ଜଣ ଗୁରୁତର ହୋଇଛନ୍ତି। ସୂଚନାମୁତାବକ, ଆକାଶର…

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର, କରାଗଲା କଟକ ସ୍ଥାନାନ୍ତର

ଭଦ୍ରକ:ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଲହୁଲୁହାଣ ହେଲେ ବ୍ୟବସାୟୀ । ଭଦ୍ରକ ଚରମ୍ପା ଛକ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ଖବରମୁତାବକ, ୩ ଦୁର୍ବୃତ୍ତ ବାଇକରେ ଆସି…

ଓଡ଼ିଶାର ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ଆଣିଲେ ନନ୍ଦିତା

ଭୁବନେଶ୍ବର:ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଶନିବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଛନ୍ତି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରୋତ୍ସାହିତ…