ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ, ଡିଏନଏ ଟେଷ୍ଟରୁ ସ୍ପଷ୍ଟ
ଅହମ୍ମଦାବାଦ: ଗୁଜୁରାଟୀ ଚଳଚ୍ଚିତ୍ର ନିର୍ମାତା ମହେଶ ଜିରାୱାଲାଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଦିନଠାରୁ (୧୨ ଜୁନ୍, ୨୦୨୫) ଚଳଚ୍ଚିତ୍ର ନିର୍ମାତା ନିଖୋଜ ଥିଲେ। ଯାହା ପରେ ସନ୍ଦେହ ହୋଇଥିଲା ଯେ ସେ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତିଙ୍କ…