Latest Odisha News

BREAKING NEWS

ଭାରତ-ପାକିସ୍ତାନ ବିବାଦ…ଚୀନକୁ ବଡ଼ ଝଟକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭିତରେ ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କଲା ଭାରତ । ଅପରେସନ୍ ସିନ୍ଦୂରରେ ଆତଙ୍କୀ ଠିକଣାରେ କଲା ଏୟାରଷ୍ଟ୍ରାଇକ୍ । ଏହାପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇଥିଲା । ପାକିସ୍ତାନର ଏୟାର ଡିଫେନ୍ସ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା। ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ,…

ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ୧୫ ବ୍ରହ୍ମୋସ୍: ଧଡାଧଡ୍ ମାଡରେ ମାଟି କାମୁଡିଥିଲା ପାକ୍ ଏୟାର ଡିଫେନ୍ସ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନରେ ତାଣ୍ଡବ ରଚିଥିଲା ବିଧ୍ୱଂସୀ ବ୍ରହ୍ମୋସ୍‌ । ପାକିସ୍ତାନ ଉପରେ ୧୫ଟି ବ୍ରହ୍ମୋସ୍ ଆଟାକ୍ କରିଥିଲା ଭାରତ । ୧୫ ବ୍ରହ୍ମୋସ୍ ମାଡରେ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ଧୂଳି ଚଟାଇଥିଲା ଭାରତ । ଭାରତ ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ ହେବା…

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ପୁରୀ: ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ…

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ଆଉ ଏହି ଅବସରରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ଭୁଜରୁ ରାଜନାଥଙ୍କ ହୁଙ୍କାର: ‘ବଦଳିଗଲେ ଠିକ୍, ନଚେତ୍ କଠୋର ଦଣ୍ଡ’

ନୂଆଦିଲ୍ଲୀ: ଆଜି ଗୁଜରାଟ ଭୁଜ୍‌ ଏୟାରଫୋର୍ସ ଷ୍ଟେସନ ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭୁଜ୍ ଏୟାରବେସ୍‌ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିବା ସହ ଅପରେସନ ସିନ୍ଦୂର ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଇଏ ହେଉଛି ସେହି ଭୁଜ୍‌ ଏୟାରବେସ୍‌ ଯାହାକୁ ଉଡ଼ାଇଥିବା…

ଜେଇଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ:କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ…

ବିଶ୍ବ ମଞ୍ଚରେ ଖୋଲିବ ପାକିସ୍ତାନ ମୁଖା: ବିଦେଶ ଯାଇ ବୁଲି ବୁଲି କହିବେ ଭାରତ ସାଂସଦ

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଯିବେ ସବୁ ଦଳର ସାଂସଦ । ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ଏବଂ ଭାରତ-ପାକିସ୍ତାନ ବିବାଦ ନେଇ ବାଖ୍ୟା କରିବେ । ପାକିସ୍ତାନ ବିରୁଦ୍ଧରେ ଏକ କୂଟନୈତିକ ଆକ୍ରମଣ ଆରମ୍ଭ କରି ଆଗକୁ କିଛି ଏପରି କରିବାକୁ ଯାଉଛନ୍ତି ଭାରତ ସରକାର ।  ସମସ୍ତ ଦଳର ସାଂସଦଙ୍କ ଏକ…

ବଢୁଛି ତାଲିବାନ-ଭାରତ ସଂପର୍କ: ବଢିଲାଣି ଶହବାଜ ସରିଫଙ୍କ ବିପି….

ନୂଆଦିଲ୍ଲୀ: ବଢୁଛି ଆପଗାନିସ୍ତାନ ଏବଂ ତାଲିବାନ ସରକାରଙ୍କ ଦୋସ୍ତି । ଆଉ ଏହି ଦୋସ୍ତି ଏବେ ପାକିସ୍ତାନ ସରକାରଙ୍କ ରକ୍ତଚାପକୁ ବୃଦ୍ଧି କରିଛି । ଗୋଟିଏ ପଟେ ଋଣ ଏବଂ ଜଳ ଅଭାବ ପାକିସ୍ତାନ ପାଇଁ ସମସ୍ୟା ହେଉଥିବା ବେଳେ ଏବେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ବନ୍ଧୁତା…

ଭାରତରେ ଆଇଫୋନ ଉତ୍ପାଦନ ନକରିବାକୁ କହିଲେ ଟ୍ରମ୍ପ, କାହିଁକି କହିଲେ ଏମିତି?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବାଣିଜ୍ୟ ଏବଂ ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଆପଲର ଭାରତୀୟ ଯୋଜନାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ଆମେରିକାକୁ ଏକ ଶୂନ୍ୟ ଶୁଳ୍କ ବାଣିଜ୍ୟ ଚୁକ୍ତି ପ୍ରଦାନ କରିଛି, କିନ୍ତୁ…