Latest Odisha News

BREAKING NEWS

‘ପାକିସ୍ତାନ ପାଖରେ ସୁରକ୍ଷିତ ନାହିଁ ପରମାଣୁ ବୋମା, ବିଶ୍ବ ନେଉ….’: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ବାଦାମୀ ବାଗ କ୍ୟାଣ୍ଟନମେଣ୍ଟ ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠି ସେନାଙ୍କ ସହ କିଛି ଆଲୋଚନା କରି ପରେ ତାଙ୍କ ସହ କଥା ହୋଇଥିବା ବେଳେ, ପାକିସ୍ତାନକୁ ଦେଇଛନ୍ତି କଠୋର ବାର୍ତ୍ତା । ଏହାର ପରମାଣୁ…

ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ରେଡିଏସନ ଲିକ୍ କୁ ନେଇ ଏପରି କହିଲେ IAEA…

ନୂଆଦିଲ୍ଲୀ:ଭାରତ- ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପାକ୍ ର ପରମାଣୁ ଭଣ୍ଡାର କିରାନା ହିଲ୍ସରୁ ରେଡିଏସନ ଲିକ୍ ହୋଇଥିବାର ଆଶଙ୍କା ଖବର ସୋମିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ପାଲିଟିଛି । ତେବେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA-International Atomic…

‘ଲକ୍ଷଣ ରେଖା ଡେଇଁ ସାରିଛନ୍ତି ଥରୁର’: କଡା କରି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କ ପ୍ରତି ତାଙ୍କ ସମର୍ଥନକୁ ସ୍ପଷ୍ଟ ଭାବେ ରଖିଆସୁଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଏମିତିକି ଦଳ ଉର୍ଦ୍ଧ୍ବକୁ ଯାଇ ମଧ୍ୟ ମନ୍ତବ୍ୟ ରଖିଛନ୍ତି । ଏଥିସହିତ କଂଗ୍ରେସ ନିଜକୁ ଗଣତାନ୍ତ୍ରିକ ବୋଲି କହିଆସେ,  ଯେଉଁଠାରେ ଆଭ୍ୟନ୍ତରୀଣ ବିତର୍କକୁ…

କପିକ୍ୟାଟ୍ ପାକିସ୍ତାନ: ଭାରତକୁ ନକଲ କରୁଛି

ନୂଆଦିଲ୍ଲୀ: ଯାହା ଭାରତ କଲା, ମୁଁ ବି କରିବି । ଅପରେସନ ସିନ୍ଦୂର ପରେ ଏବେ କିଛି ଏପରି ପନ୍ଥା ଆପଣାଇଛି ପଡୋଶୀ ଦେଶ ପାକିସ୍ତାନ । ଭାରତକୁ ଫଲୋ କରୁଛି । ପ୍ରଥମେ ପ୍ରେସ ବ୍ରିଫିଂ, ଆଉ ଏବେ ମୋଦିଙ୍କ ବାୟୁସେନା ଘାଟି ପରିଦର୍ଶନକୁ ବି ଫଲୋ କରିଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ…

ସିନ୍ଧୁ ଚୁକ୍ତି ବାତିଲ ନିଷ୍ପତ୍ତି: ପୁନର୍ବିଚାର ଲାଗି ଭାରତକୁ ପାକିସ୍ତାନର ଅପିଲ୍

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକରେ ସିନ୍ଧୁ ଜଳ ଚୁକ୍ତିନାମା (IWT) ରଦ୍ଦ କରିବା ଅନ୍ତର୍ଭୁକ୍ତ। ଏହି ଚୁକ୍ତିନାମା ସ୍ଥଗିତ ହେବା ପରେ, ପାକିସ୍ତାନ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ଭାରତ ପ୍ରଥମ ଥର…

ସେନାର ଟ୍ୟାଙ୍କର ଉପରେ ଚଢ଼ିଗଲେ ପାକ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନମାନଙ୍କୁ ଭେଟିଥିଲେ। ଏହାର ଏକ ଦିନ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ମଧ୍ୟ ତାଙ୍କ ସେନା ସହ ଦେଖା କରିବା ପାଇଁ ସିଆଲକୋଟର…

ଆଜିଠୁ ୩୦ ଯାଏ ଶିକ୍ଷକ ବଦଳି ଆବେଦନ, ସୁପାରିସ କରିପାରିବେ ବିଧାୟକ ଓ ସାଂସଦ

ଭୁବନେଶ୍ବର: ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଆନ୍ତଃ ଜିଲା ପ୍ରାଥମିକ ଶିକ୍ଷକ ବଦଳି କ୍ଷେତ୍ରରେ ଜାରି କ୍ୟାଲେଣ୍ଡର ଅନୁସାରେ, ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି…

ଦାୟିତ୍ଵ ନେବା ପରେ ଗବାଇଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ: ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ 

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍‌ ବି.ଆର୍ ଗବାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହିତ ଦାୟିତ୍ଵ ନେବା ପରେ ରାଷ୍ଟ୍ରପତି…

ଭିଜିଲାନ୍ସ ଜାଲରେ ଧର୍ମଶାଳାର ଏବିଡ଼ିଓ, ଏକକାଳୀନ ୭ ସ୍ଥାନରେ ଚଢାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି। ଏକାସାଙ୍ଗରେ ଯାଜପୁର, କଟକ…

ଭାଙ୍ଗିଯିବ ପାକିସ୍ତାନ? ଜୋରଦାର ଆକ୍ରମଣ କରୁଛି ବିଏଲଏ

ନୂଆଦିଲ୍ଲୀ: କ୍ୱେଟାରେ କଥିତ ‘ବିଜୟ ଦିବସ’ ଉତ୍ସବକୁ ନେଇ ପାକିସ୍ତାନ ସରକାର ଏବଂ ବଳୁଚ ଲିବରେସନ ଆର୍ମୀ (ବିଏଲଏ) ମଧ୍ୟରେ ତୀବ୍ର ସଂଘର୍ଷ ଦେଖାଦେଇଛି। ପାକିସ୍ତାନୀ ସେନାର ପୃଷ୍ଠପୋଷକତାରେ ଆୟୋଜିତ ଏହି ଉତ୍ସବର ନେତୃତ୍ବ ତଥାକଥିତ ଏମପିଏ ଅଲୀ ମଦଦ ଜଟ୍ଟକ ନେଉଥିଲେ। କିନ୍ତୁ ଉତ୍ସବ ଆରମ୍ଭ…