ଡବ୍ଲ୍ୟୁଟିସି ଫାଇନାଲ: ବିଜେତା ଦଳକୁ ମିଳିବ ୩୧ କୋଟି
ଲଣ୍ଡନ: ଜୁନ ୧୧ରୁ ଲର୍ଡସରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଥିପାଇଁ ଆଇସିସି ଚେୟାରମ୍ୟାନ ଜୟ ଶାହ ପୁରସ୍କାର ରାଶିର ଘୋଷଣା କରିଛି । ବିଜେତା ଟିମକୁ ୩୧ କୋଟି ଟଙ୍କା ମିଳିବ । ସେହିପରି ଉପ ବିଜେତାଙ୍କୁ ୧୮ କୋଟି ଟଙ୍କା…