ରାଜଧାନୀରେ ପୁଣି ପିଲା ଚୋରି, ଅଭିଯୋଗର ୩ ଘଣ୍ଟାରେ ଧରାପଡିଲା ଚୋର
ଭୁବନେଶ୍ୱର:ରାଜଧାନୀରେ ପୁଣି ପିଲା ଚୋରି ଅଭିଯୋଗ। ତେବେ ଅଭିଯୋଗ କରିବାର ୩ ଘଣ୍ଟା ଭିତରେ ଧରାପଡିଲା ଚୋର। ପିଲାଟିକୁ ଶାଲିଆ ସାହିରୁ ଉଦ୍ଧାର କଲା ପୋଲିସ। ବାପା-ମାଆ ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ଶିଶୁ ପୁତ୍ରକୁ ଅପହରଣ କରିଥିଲା ଚୋର।
୪ ବର୍ଷର ଶିଶୁକୁ ଅପହରଣ କରିଥିଲା…