ଅଲ ଇଂଲଣ୍ଡ ବ୍ୟାଡମିଂଟନ: ବିଶ୍ୱର ୨ ନମ୍ବର ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ଲକ୍ଷ୍ୟ ସେନ
ଲଣ୍ଡନ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଚଳିତ ଅଲ ଇଂଲଣ୍ଡ ଚାମ୍ପିୟନଶିପର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ସେ ବିଶ୍ୱର ୨ ନମ୍ବର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ସିଧା ଗେମରେ ପରାସ୍ତ କରିଥିଲେ । ଏହି ମ୍ୟାଚକୁ ଲକ୍ଷ୍ୟ ମାତ୍ର…