ମଧ୍ୟସ୍ଥତା କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ: ଏବେ କହିଲେଣି, ସମାଧାନ ହେବ କାଶ୍ମୀର ସମସ୍ୟା
ନୂଆଦିଲ୍ଲୀ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଭାରତ ପାକିସ୍ତାନ ଉତ୍ତେଜନାରେ ଶନିବାର ଏପ୍ରକାର ଯବନିକା ପଡିଛି । ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ତଥାପି, ପାକିସ୍ତାନ ଏହାର କିଛି ଘଣ୍ଟା ପରେ ଅସ୍ତ୍ରବିରତି ଉଲଘଂନ କରି ପୁଣି ଭାରତ ଉପରେ ଗୁଳି ବର୍ଷା କରିଥିଲା । ହେଲେ…