ଶ୍ରୀ ଭାଗବତ ସାର ୬୬: ଶ୍ରୀମଦ ଭାଗବତ ହେଉଛି ସର୍ବବେଦାନ୍ତ ସାର
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଶୁକଦେବ ମୁନିଙ୍କ ଜନ୍ମ ଓ ଭାଗବତ ପ୍ରାପ୍ତି ଯେମିତି ରସମୟ ଓ ରହସ୍ୟମୟ, ସେମିତି ଶ୍ରୀମଦ ଭାଗବତ ମଧ୍ୟ ଅନେକ ରହସ୍ୟ ଭରା ଓ ଭଗବତ ରସଯୁକ୍ତ ଅଟେ। ତେଣୁ ଶାସ୍ତ୍ର ବ୍ୟାଖ୍ୟାକାର ମାନେ ଏହାକୁ ସର୍ବବେଦାନ୍ତ ସାର ବୋଲି ଅଭିହିତ…