Latest Odisha News

BREAKING NEWS

ଏବେ ଗୋଟିଏ କ୍ଲିକରେ ମିଳିବ ଆମେରିକା ନାଗରିକତା…..ଟ୍ରମ୍ପ ଦେଲେ ବଡ ସୁଯୋଗ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫ ନିୟୁତ ଡଲାରର ଗୋଲ୍ଡ କାର୍ଡ ଇବି-୫ ନିବେଶକ ଭିସା ପାଇଁ ଏକ ନୂତନ ପୋର୍ଟାଲ୍ ଲଞ୍ଚ କରିଛନ୍ତି । ଯାହା ବିଦେଶୀ ନାଗରିକଙ୍କ ପାଇଁ ଆମେରିକୀୟ ଗ୍ରୀନ କାର୍ଡ ପାଇବାର ଏକ ମହଙ୍ଗା, କିନ୍ତୁ ସହଜ ଉପାୟ । ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଏକ…

ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୫: ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରି ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରାବଣୀ ନନ୍ଦଙ୍କୁ…

‘ଟିକେ ନିରାଶ’: ମସ୍କଙ୍କ ଅନୁତାପ ପରେ ଏମିତି ପ୍ରତିକ୍ରିୟା ରଖିଲେ ଟ୍ରମ୍ପ୍…..

ନୂଆଦିଲ୍ଲୀ: ମସ୍କ ଏବଂ ଟ୍ରମ୍ପଙ୍କ ବିବାଦରେ ଏବେ ଶାନ୍ତିଚୁକ୍ତି ହୋଇଥିବା ଦେଖାଯାଉଛି । ଦୁହିଁଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ଏବେ ଶେଷ ହେବା ଉପରେ । ମଙ୍ଗଳବାର ମସ୍କଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନା ପରେ ଦୁହିଁଙ୍କ ମଧ୍ୟରେ ସ୍ଥିତି ସୁଧାରକୁ ଆସୁଥିବା ପରିଳକ୍ଷିତ ହେଉଛି । ଦୁଇ…

ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ବାସ୍ତବତାରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ…

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ ମାମଲା: ୨୪ ଘଣ୍ଟା ଯାଏ ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାର ୫ ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ। ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିବ। ସକାଳ ୬ଟାରୁ ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ ବୋଲି ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସୂଚନା…

WhatsApp ଓ Telegramକୁ ଟକ୍କର ଦେବ ପୁଟିନଙ୍କ ମେସେଜିଂ ଆପ୍‌, କ’ଣ ଆପଣ କରିପାରିବେ ବ୍ୟବହାର ?

ନୂଆଦିଲ୍ଲୀ: ସୁରକ୍ଷିତ ମେସେଜିଂ ଆପ୍‌ର ଦୌଡ଼ରେ ଏବେ ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ୍‌ର ଆଧିପତ୍ୟ ରହିଛି। ଏହି ବିଶାଳ ବ୍ୟବହାରକାରୀ ଥିବା ପ୍ଲାଟଫର୍ମଗୁଡ଼ିକ ଏଲନ୍‌ ମସ୍କଙ୍କ X-Chat ଉପରେ ମଧ୍ୟ ନଜର ରଖିଛନ୍ତି, ଯାହା ଟେଲିଗ୍ରାମ୍‌ ସହ ସମାନ। କିନ୍ତୁ ଏବେ ଏହି ଦୌଡ଼ରେ ଆଉ ଏକ ନୂଆ ପ୍ଲେୟାର…

ଯାଜପୁର ଝାଡ଼ାବାନ୍ତି ଘଟଣା: ଆଉ ୨ ଜଣଙ୍କ ମୃତ୍ୟୁ, ରାଜ୍ୟସ୍ତରରୁ ରାପିଡ୍ ଆକ୍ସନ୍ ଟିମ୍ ଓ ଅଧିକ ବିଶେଷଜ୍ଞ ମୁତୟନ

ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତ ମୃତ। ଝାଡ଼ାବାନ୍ତି ଘଟଣାରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା। ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ସୂଚନା ଦେଇଛନ୍ତି। ଅନ୍ୟପଟେ ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରୋଗର ଚିକିତ୍ସା ଓ ନିରାକରଣ…

ସରକାରୀ ଚାକିରି ପାଇଁ ଆସିଲା ବଡ଼ ସୁଯୋଗ, SSC ବାହାର କଲା ୧୪ ହଜାରରୁ ଅଧିକ ପଦ

ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଚୟନ ଆୟୋଗ (SSC) ସଂଯୁକ୍ତ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025) ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥର ଆୟୋଗ ୧୪,୫୮୨ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ…

ଫେରିଲା ମୌସୁମୀ: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା…

Health Insurance ନେବାକୁ ଯାଉଥିଲେ ଏହି ବଷୟରେ ଧ୍ୟାନ ଦେବେ, ନହେଲେ କାମକୁ ଆସିବନି…

ନୂଆଦିଲ୍ଲୀ: ସମୟ ସହ ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଆବଶ୍ୟକତା ଓ ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। ଏହା ଦୁର୍ଘଟଣା କିମ୍ବା ରୋଗରେ ଅପ୍ରତ୍ୟାଶିତ ଖର୍ଚ୍ଚରୁ ଆମକୁ ସୁରକ୍ଷା ଦେଇଥାଏ ଏବଂ ଆମର ସଞ୍ଚୟକୁ ମଧ୍ୟ ସୁରକ୍ଷିତ ରଖେ। କିନ୍ତୁ ହେଲ୍‌ଥ ଇନ୍‌ସ୍ୟୁରାନ୍ସ କିଣିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ…