ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ…