Latest Odisha News

BREAKING NEWS

ଭାରତ-ପାକ୍ ଆକ୍ରମଣ: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତରେ ବ୍ଲକ ହେଲା ୮ ହଜାର ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏହାରି ଭିତରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଉପରେ କଡ଼ା ନଜର ରଖିଛନ୍ତି। ସରକାର ଭାରତରେ ୮୦୦ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ…

ଶ୍ରୀ ଭାଗବତ ସାର ୩୧: ଜୀବ ନିଜର କୃତକର୍ମର ଫଳ ଭୋଗିବା ପାଇଁ ସଂସାର ଚକ୍ରରେ ବାରମ୍ବାର ପତିତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ କେବଳ ଈଶ୍ୱର ଭକ୍ତି ଶିଖାଇ ନଥାଏ ଏହା ଜୀବର ଉତ୍ପତି କାରଣ ଓ କର୍ମ ବନ୍ଧନ ମଧ୍ୟ ଦର୍ଶାଇ ଥାଏ ଏହି କର୍ମ ବାସନାର ହେଉଛି ଷଷ୍ଠ ଲକ୍ଷଣ। ଊତ୍ତି:- ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ "କର୍ମବାସନା ଊତ୍ତି ନାମ"…

ଦେଶର ସୁରକ୍ଷା ନିଶ୍ଚିତ କରିବାକୁ ବିଏସଏଫ-ସିଆଇଏସଏଫ ଡିଜିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ବିଏସଏଫ ଏବଂ ସିଆଇଏସଏଫର ଡିଜିଙ୍କ ସହ ଆଲୋଚନାରେ ଦେଶର ସୁରକ୍ଷା ସୁନିଶ୍ଚିତ କରିବାକୁ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଅମିତ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବଢିଲା ସୁରକ୍ଷା

ଭୁବନେଶ୍ବର: ଦେଶରେ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ନେଇ ଏବେ କଡା ପଦକ୍ଷେପ ନିଆଯାଉଛି। ଏହି ସମ୍ପର୍କରେ, ପୂର୍ବାଞ୍ଚଳ ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଡକ୍ଟର ସତ୍ୟଜିତ ନାୟକ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି।…

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଖାଲି ହେଲା ଇଣ୍ଡିଆ ଗେଟ୍, ତାଜମହଲ ସୁରକ୍ଷାରେ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ଓ ପାକିସ୍ତାନ ମଧ୍ୟରେ ଜାରି ରହିଛି ଆକ୍ରମଣ । ଏହି ସମୟ ଭିତରେ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଖାଲି କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ଇଣ୍ଡିଆ ଗେଟ୍ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ଖାଲି କରିଦେଇଛି ଏବଂ ସେଠାରେ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଛି ।…

ଭାରତ – ବେଲୁଚିସ୍ତାନ ମଧ୍ୟରେ ଫସିଲା ପାକିସ୍ତାନ! ପାକ୍ ସେନା ଶିବିର ଉପରେ ସିରିଜ ଆକ୍ରମଣ

ନୂଆଦିଲ୍ଲୀ: ବାଲୁଚ୍ ଲିବରେସନ୍ ଆର୍ମି(BLA) ବେଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛି। ଗ୍ୟାସ ପାଇପଲାଇନ ମଧ୍ୟ ଉଡ଼ାଇ ଦିଆଯାଇଛି ବୋଲି ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନରେ ପାକିସ୍ତାନର ବାୟୁସେନା ଆକ୍ରମଣ ପରେ, ଭାରତ ମଧ୍ୟ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଘର ଠାରୁ ୨୦ କିମି ଦୂରରେ ଭାରତର କ୍ଷେପଣାସ୍ତ୍ର ମାଡ

ଇସଲାମବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନ ଦ୍ୱାରା କରାଯାଉଥିବା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଉପଯୁକ୍ତ ଜବାବ ଦେଉଛି ଭାରତୀୟ ସେନା । ସଦ୍ୟତମ ସୂଚନା ଅନୁଯାୟୀ, ଭାରତ, ପାକିସ୍ତାନର ରାଜଧାନୀ ଇସଲାମବାଦରେ ମିସାଇଲ ଆଟାକ କରିଛି । ଯେଉଁ…

ଓଡିଶା ବଜାରରେ ହଠାତ୍ ସରୁଛି ସିନ୍ଦୁର ଷ୍ଟକ୍, ଜାଣନ୍ତୁ କାହିଁକି?

ଭୁବନେଶ୍ୱର: ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ, ରାଜଧାନୀ ଭୁବନେଶ୍ୱରରେ ସିନ୍ଦୁର ବିକ୍ରି ହଠାତ୍ ବୃଦ୍ଧି ପାଇଛି। ବୁଧବାର ସକାଳେ ଦୋକାନଗୁଡ଼ିକରେ ସିନ୍ଦୁର କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିଲା। ଦୋକାନୀମାନେ କହିଛନ୍ତି ଯେ 'ଅପରେସନ୍ ସିନ୍ଦୂର'…

ହମାସ ଷ୍ଟାଇଲରେ ମିଶାଇଲ୍ ମାଡ଼ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକ ମିଶାଇଲ୍ ଆଟାକ୍ କରିଛି। ପାକିସ୍ତାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସତୱାରୀ, ସାମ୍ବା, ଆରଏସ ପୁରା ଏବଂ ଆର୍ନିଆ ଉପରେ ମୋଟ…

ପାକିସ୍ତାନର ଆକ୍ରମଣ ବିଫଳ, ଭାରତର ହୋଇନି କୌଣସି କ୍ଷତି: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ଘାଟି ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାରେ ବିଫଳ ହୋଇଛି । ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶରେ ସମସ୍ତ ପାକିସ୍ତାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଧ୍ୱଂସ କରିଦେଇଥିଲା । ଭାରତ ନିଜ ଲୋକଙ୍କ…