ପାକ୍ ଆକ୍ରମଣ ମଧ୍ୟରେ ଏସ. ଜୟଶଙ୍କର ଆମେରିକା,ୟୁରୋପୀୟ ସଂଘ ଏବଂ ଇଟାଲୀ ସହ କଲେ ଆଲୋଚନା
ନୂଆଦିଲ୍ଲୀ: ଏବେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ କଥା ହୋଇଛନ୍ତି। ଜୟଶଙ୍କର ଇଟାଲୀ ଉପ ପ୍ରଧାନମନ୍ତ୍ରୀ ଏବଂ ୟୁରୋପୀୟ ସଂଘର ଉପାଧ୍ୟକ୍ଷ କାଜା କାଲାସଙ୍କ ସହ ମଧ୍ୟ କଥା ହୋଇଛନ୍ତି ।
ଏହି…