ଋଣରେ ବୁଡ଼ିଛି ପାକିସ୍ତାନ; ତଥାପି ନେତାଙ୍କ ଦରମା ୫୦୦% ବଢ଼ାଇଲା
ଇସଲାମାବାଦ: ଋଣ ଭାରରେ ବୁଡ଼ିଛି ପାକିସ୍ତାନ। ଏଠି ସାଧାରଣ ଜନତା ଦିନକୁ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ ସଂସଦର ଏକ ନିଷ୍ପତ୍ତି କୋଟି କୋଟି ନାଗରିକଙ୍କ ଆଶାକୁ ଦୋହଲାଇ ଦେଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ଜାତୀୟ ସଂସଦର ବାଚସ୍ପତି…