ଆଇସକ୍ରିମ୍ରୁ ବାହାରିଲା ବିଷଧର ସାପ, ଆଉ ତା’ପରେ…
ନୂଆଦିଲ୍ଲୀ: ଫୋନ୍ ରୁ ଫୋନ୍ ଘୁରି ବୁଲୁଛି ଫଟୋ । ଆଇସକ୍ରିମରୁ ବାହାରିଲା ବିଷଧର ସାପ । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ମାତ୍ର କଥାଟି ସତ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି । ନକଲେନ୍ଗବୁନ ନାମକ ଜଣେ ବ୍ୟକ୍ତି ଏହାର ଫଟୋ ସୋସିଆଲ…