Latest Odisha News

BREAKING NEWS

କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ ସ୍ମୃତି ସଂଗ୍ରହାଳୟ ଓ…

ସିଙ୍ଗାପୁରରେ ଫାଇବ୍ ଷ୍ଟାର ଓଲିଉଡ ମହୋତ୍ସବ: ବିଶ୍ଵ ଦରବାରରେ ପରିଚିତ ହେବ ଓଡ଼ିଆ ସିନେମାର ପାରଦର୍ଶିତା

ଭୁବନେଶ୍ବର: ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇବ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର.ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ (ଆର.ଆର.ଇ.ସି.ପି.)…

ଏପ୍ରିଲ୍ ୨୭ରେ ହୋଇଥିବା ପରୀକ୍ଷା ବାତିଲ; ନୂଆ ତାରିଖ ଘୋଷଣା କଲା ଓଏସଏସସି 

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପଦବୀ ପାଇଁ କମ୍ବାଇଣ୍ଡ ନିଯୁକ୍ତି ପରୀକ୍ଷା (ଲିଖିତ) ବାତିଲ କରିଛି। ପ୍ରଶ୍ନପତ୍ରରେ ଏକ ବଡ଼ ତ୍ରୁଟି ଚିହ୍ନଟ ହେବା ପରେ ଓଏସଏସସି ଦ୍ୱାରା ପରୀକ୍ଷା ବାତିଲ କରାଯାଇଥିଲା। ସୂଚନା…

ଟିମ ଇଣ୍ଡିଆର ଭବିଷ୍ୟତ ଅଧିନାୟକ: ସୁଯୋଗ ହାତଛଡା କଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ରିଷଭ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତଙ୍କ ପାଇଁ ଏହି ଆଇପିଏଲ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର ସବୁ ସୁଯୋଗ ସେ ହାଥଛଡା କରିଛନ୍ତି । ଭାରତୀୟ କ୍ରିକେଟ ଟିମ ଏବେ ଭବିଷ୍ୟତ ପାଇଁ ଯୁବ ଅଧିନାୟକ ଖୋଜୁଛି…

ହଠାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ରାହୁଲ ଗାନ୍ଧି, ହେଉଛି ବଡ଼ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂଆ ମୁଖ୍ୟଙ୍କ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ସିବିଆଇ ମୁଖ୍ୟ ଚୟନ ପାଇଁ ଗଠିତ…

ଆସନ୍ତା ୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମକ୍‌ ଡ୍ରିଲ୍ କରିବାକୁ‌ ପରାମର୍ଶ ଦିଆଯାଇଛି। ଶତ୍ରୁ ଆକ୍ରମଣ…

ଆଇପିଏଲରେ ଖେଳିବା ପାଇଁ ରାବାଡାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପେସ ବୋଲର କାଗିସୋ ରାବାଡାଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ମିଳିଛି । ଗୁଜରାଟ ଟାଇଟାନ୍ସର ଏହି ଷ୍ଟାର ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳିବା ନିଶ୍ଚିତ ହୋଇଛି । ୩୦ ବର୍ଷୀୟ ରାବାଡାଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ସାମୟିକ…

ପହଲଗାମ ଆକ୍ରମଣ; ମୋଦିଙ୍କ ସମର୍ଥନ କଲେ ପୁଟିନ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କ ଆକ୍ରମଣକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡା ନିନ୍ଦା କରିଛନ୍ତି। ଏପରିକି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ସମବେଦନା ମଧ୍ୟ ଜଣାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ…

ଇତିହାସ ପାଲଟିବ ସ୍କାଇପ୍, ଆଜିଠୁ ସେବା ବନ୍ଦ

ନୂଆଦିଲ୍ଲୀ: ଏକଦା ଭିଡିଓ କନଫରେନ୍ସିଂ ସେବା ପାଇଁ ପ୍ରସିଦ୍ଧ ସ୍କାଇପ୍ ସର୍ଭିସ ଏବେ ବନ୍ଦ ହେବାକୁ ଯାଉଛି। ସାରା ବିଶ୍ୱରେ ଅନଲାଇନ୍ କଲିଂ ଏବଂ ଭିଡିଓ ଚାଟିଂର ଭରସା ପାଲଟିଥିବା ସ୍କାଇପ୍ ଆଜି ଅର୍ଥାତ୍ ୫ ମଇ, ୨୦୨୫ରେ ଆନୁଷ୍ଠାନିକ ଭାବରେ ବନ୍ଦ ହେଉଛି। ପ୍ରାୟ ଦୁଇ ଦଶନ୍ଧି ଧରି…

ଜଗତସିଂହପୁର ଐତିହ୍ୟ ପଦଯାତ୍ରା: ଇତିହାସର ପୃଷ୍ଠଭୂମିରେ ଅଭୁଲା ଅତୀତର ସ୍ମୃତି ରୋମନ୍ଥନ

ଜଗତସିଂହପୁର: "ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଚତୁର୍ଥ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ଗତକାଲି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତଅଁରା ଗ୍ରାମର ପର୍ଶୁରାମ କ୍ଷେତ୍ର ତିର୍ଥମଠ ଠାରେ ଏକତ୍ରିତ ହୋଇଥିଲେ। ଏହି ପୁରାତନ ମଠର ମାହାତ୍ମ୍ୟ ଓ ମଠ ପରିସରରେ ଥିବା ବହୁ ପ୍ରାଚୀନ…