Latest Odisha News

BREAKING NEWS

ଶିକ୍ଷାବିତ୍ ସଂକର୍ଷଣ ମିଶ୍ରଙ୍କ ପରଲୋକ

କଟକ: ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ସଂକର୍ଷଣ ମିଶ୍ର (୮୦)ଙ୍କର ଶନିବାର ରାତିରେ ତାଙ୍କ ଶିଖରପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଦୁଇପୁଅ, ବୋହୂ ଓ ନାତି ଉପସ୍ଥିତ ଥିଲେ। ଡକ୍ଟର ମିଶ୍ର 'ରାଷ୍ଟ୍ରବାଦୀ ଶିକ୍ଷକ…

ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ ନୁହେଁ’: ସ୍ପଷ୍ଟ କଲେ ଗଜପତି ମହାରାଜା

ପୁରୀ: ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ। ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି କହିଛନ୍ତି ଗତପତି ମହାରାଜା। ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା। ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି।…

ଭାରତ ସହ ଉତ୍ତେଜନା ମଧ୍ୟରେ ପାକ୍ କଲା ଫତାହ କ୍ଷେପଣାସ୍ତ୍ରର ପରୀକ୍ଷଣ

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଯେଉଁଥିପାଇଁ ପାକିସ୍ତାନ ପ୍ରତି ମୂହୁର୍ତ୍ତରେ ଭୟ ମଧ୍ୟରେ ରହୁଛି। ଏପରିକି ଯଥା ସମ୍ଭବ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛି। ସେଥିପାଇଁ କେତେବେଳେ ଚୀନ୍ ରାଷ୍ଟ୍ରଦୂତଙ୍କ…

ବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ କରିଛି। ଏଥିସହିତ ୭୧ ଜଣ ରାଜ୍ୟ ପଦାଧିକାରୀଙ୍କ ଏକ ନୂତନ ଦଳ ଘୋଷଣା କରିଛି। ଏଥିରେ ସାତ ଜଣ ବରିଷ୍ଠ ଉପସଭାପତି, ଆଠ ଜଣ ଉପସଭାପତି, ୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ଜଣ ସାଧାରଣ ସମ୍ପାଦକ ଏବଂ…

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଜୋର ଧରିଛି ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ। ଏହାରି ଭିତରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଳକା ଦାରୁ ପ୍ରସଙ୍ଗ କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ…

ଏପରି ଲକ୍ଷଣ ଦେଖାଯାଉଥିଲେ ଜାଣିନିଅନ୍ତୁ ଯେ କିଡନୀ କ୍ୟାନସର ! ତୁରନ୍ତୁ କରାନ୍ତୁ ଟେଷ୍ଟ

ଭୁବନେଶ୍ୱର: କିଡନୀ କ୍ୟାନସର ଏକ ଏଭଳି ରୋଗ, ଯାହା ଧୀରେ ଧୀରେ ବଢ଼ିଥାଏ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଧିକାଂଶ ଲୋକେ ନଜରଅନ୍ଦାଜ କରିଦିଅନ୍ତି। ଏହି କାରଣରୁ ଅନେକ କ୍ଷେତ୍ରରେ ଏହି ରୋଗ ବେଶୀ ବଢ଼ିଯିବା ପରେ ଧରାପଡ଼ିଥାଏ। ଯଦି ଆପଣ ନିଜ ଶରୀରରେ ହେଉଥିବା ପରିବର୍ତ୍ତନଗୁଡ଼ିକ ଉପରେ…

ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ କହିଲେ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ…

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ। ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା। ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ…

୨୦୦ରୁ ଅଧିକ ସାପ କାମୁଡ଼ା ଖାଇ, ନିଜ ରକ୍ତରୁ ପ୍ରସ୍ତୁତ କଲେ ଆଣ୍ଟିଭେନମ୍…..

ନୂଆଦିଲ୍ଲୀ: ଟିକିଏ ଭାବନ୍ତୁ, ଗୋଟିଏ ସାପ କାମୁଡ଼ିଲେ ବି, ତାର ବିଷ ଥାଉ କି ନଥାଉ, ସାପ ନା ଶୁଣି ଆମ ଚେତା ପଳାଇଯାଏ। କିନ୍ତୁ ଏବେ କିଛି ଏମିତି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି, ୨୦୦ ରୁ ଅଧିକ ସାପ କାମୁଡ଼ା ସହିଛନ୍ତି। ଆଉ ତାଙ୍କ ରକ୍ତରୁ ପ୍ରସ୍ତୁତ କରିଛନ୍ତି…

ପାକିସ୍ତାନର ଏହି ନଦୀକୁ ପ୍ରଥମେ ଶୁଖାଇଲା ଭାରତ, ଜଳ ପାଇଁ ବିକଳ ହେଉଛନ୍ତି ଲୋକ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ନିଜ ପାଇଁ ଏକ ଏଭଳି ସଙ୍କଟ ସୃଷ୍ଟି କରିଛି, ଯାହା ସେଠାକାର ଜନସାଧାରଣଙ୍କୁ ଧୀରେ ଧୀରେ ଅସୁବିଧାରେ ପକାଇବ। ଦରଦାମ ବୃଦ୍ଧି, ଋଣ ଓ ଭୋକ ସହ ସଂଘର୍ଷ କରୁଥିବା ପାକିସ୍ତାନର ଅବସ୍ଥା ଏବେ ଆହୁରି ଖରାପ ହେବାକୁ ଯାଉଛି, କାରଣ ଭାରତ ସିନ୍ଧୁ…