ଦେଶୀ ବନ୍ଧୁକ କାରଖାନା ଉପରେ ଚଢଉ; ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ
ନୟାଗଡ଼: ଦଶପଲ୍ଲା ପାହାଡ଼ ଉପରେ ଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସର ଚଢ଼ଉ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ହେଲେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮), ଢିଅସାହିର ରାଜେଶ କୁମାର ପ୍ରଧାନ (୨୭) ।…