Latest Odisha News

BREAKING NEWS

ପୁଅ ଜନ୍ମଦିନରେ ଗାୟେବ୍ ବାପା, ପୁଣି ବଢିଲା ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର 'ହିରୋ ନଂ ୧' ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କ ଛାଡପତ୍ର ଖବର ବେଶ୍ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । କୁହାଯାଉଛି, ୬ ମାସ ପୂର୍ବରୁ ସୁନୀତା ଗୋବିନ୍ଦାଙ୍କୁ ଡିଭୋର୍ସ ନୋଟିସ୍ ପଠାଇଥିଲେ । ଆଉ ଦୀର୍ଘ ୩୭ ବର୍ଷ ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି…

ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି ।…

‘ଯୌନ ଅପରାଧ ମାମଲା, ମହିଳାଙ୍କ ଅଭିଯୋଗ ସବୁବେଳେ ସତ ନୁହେଁ’

ଥିରୁବନନ୍ତପୁରମ: ମହିଳାଙ୍କ ସବୁ ଅଭିଯୋଗ ସତ ନୁହେଁ। ମହିଳା ବୋଲି ତାଙ୍କର ସବୁ ଅଭିଯୋଗ ସତ ଭାବିବା ଠିକ୍‌ ନୁହେଁ। ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କେରଳ ହାଇକୋର୍ଟ। ଯୌନ ଅପରାଧ ସହିତ ଅପରାଧୀକ ମାମଲାରେ ଏହା ଅନୁମାନ ଲଗାଯାଇପାରିବ ନାହିଁ ଯେ ଆବେଦନକାରୀ ମହିଳା ହୋଇଥିବାରୁ…

ମାସିକ ଧର୍ମରେ ବିଳମ୍ବ କିମ୍ବା ଅନିୟମିତତା ହେଉଛି କି? ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ଵର: ମାସିକ ଧର୍ମ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା । ନିୟମିତ ମାସିକ ଧର୍ମ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି । ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ । ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ…

ଭୟଙ୍କର ବସ୍ ଦୁର୍ଘଟଣା: ୩୭ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ବୋଲିଭିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଟୋସି ଅଞ୍ଚଳର ଏକ ରାଜପଥରେ ଦୁଇଟି ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୮ ଜଣ ନାବାଳକଙ୍କ ସମେତ ଅତି କମରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା…

ରାଉରକେଲାରେ ଲଜ୍ଜା: ୭ ବର୍ଷର ଝିଅକୁ ଝୁଣିଲା ବସ୍ ହେଲ୍ପର

ରାଉରକେଲା: ରାଉରକେଲାରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୋଲିସ ମାମଲା ରୁଜୁ କରି ଘଟଣାରେ ଦୁଇ…

‘ପୁଷ୍ପା ୨’କୁ ପଛରେ ପକାଇଲା ‘ଛାବା’: ଜାରି ରହିଛି କ୍ରେଜ୍, ବଢୁଛି ଆୟ

ମୁମ୍ବାଇ: ଭିକି କୌଶଳ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖାନାଙ୍କ ଫିଲ୍ମ 'ଛାବା' ବକ୍ସ ଅଫିସରେ ଭଲ ଲାଭ କରୁଛି। ଗତ ମାସ ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବାଣିଜ୍ୟ ବିଶେଷଜ୍ଞଙ୍କ ସମସ୍ତ ଅନୁମାନକୁ ଭୁଲ ପ୍ରମାଣିତ କରିଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୫୦୦ କୋଟି…

ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ…

ଭୁବନେଶ୍ଵର: ୩୧ ମାର୍ଚ୍ଚ ହେଉଛି ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ସୁଭଦ୍ରା ଆବେଦନ କରିପାରିବେନି ମହିଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ସୁଭଦ୍ରା ଆବେଦନ କରିଥିବେ ସେମାନଙ୍କୁ ଏକକାଳୀନ ମିଳିବ ସୁଭଦ୍ରା…

କଂଗ୍ରେସ ନେତ୍ରୀଙ୍କୁ ମାରିଲା କିଏ?, ବନ୍ଦ ସୁଟକେସରୁ ମିଳିଲା ମୃତଦେହ 

ରୋହତକ: ହରିୟାଣାରେ ଚାଞ୍ଚଲ୍ୟ। ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ। ଶନିବାର ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ମିଳିବା ପରେ ଏନେଇ ଆରମ୍ଭ ହୋଇଛି ତନାଘନା। ପୋଲିସ ମୃତ ଦେହ ଠାବ କରିବା…

ଇସଲାମ ଧର୍ମରେ ରମଜାନ ମାସର କ’ଣ ରହିଛି ଗୁରୁତ୍ଵ?

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ “ରୋଜା” ଅର୍ଥାତ ଉପବାସ ରଖାଯାଇଥାଏ । ମୁସଲମାନ ଭାଇ ଓ…