୧୫ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ୨ ଗିରଫ
ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ବର ମୋବାଇଲ ଅବକାରୀ ଥାନା ପକ୍ଷରୁ ଚଢାଉ । ଏହି ସମୟରେ ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରୁ ବିପୁଳ ପରିମାଣର ହେରୋଇନ୍ ଜବତ ହୋଇଛି ।
ତେବେ ଜବତ ହେରୋଇନର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି…