ବାଂଲାଦେଶ ନୂଆ ନୋଟରୁ ହଟିଲା ଶେଖ୍ ମୁଜିବୁର୍ ରେହମାନଙ୍କ ଫଟୋ, ସ୍ଥାନ ପାଇଲା ଏହି ସବୁ…
ଢାକା: ବାଂଲାଦେଶର ୟୁନୁସ୍ ସରକାର ରବିବାର ଦେଶରେ ନୂଆ ନୋଟ୍ ଜାରି କରିଛନ୍ତି । ଯେଉଁଥିରେ 'ବଙ୍ଗବନ୍ଧୁ' ନାମରେ ପରିଚିତ ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ସ୍ଥାନିତ କରାଯାଇନାହିଁ । ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ଏବଂ ଦେଶରେ ରାଜନୈତିକ ସଙ୍କଟ ପରେ,…