Latest Odisha News

BREAKING NEWS

କଟକରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ

କଟକ: ପୁଣି ଫେରିଛି କୋରୋନା ଡର । କୋରୋନାର ନୂଆ ଭାଇରସ୍ ଭାରତରେ ତାର କାୟା ମେଲାଇଛି । ଏହା ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରଥମେ କୋରୋନାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଜି କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ସଂକ୍ରମିତ ଆକ୍ରନ୍ତ ଜଣକ ୪୫…

ସତ ମାନୁଛି ପାକିସ୍ତାନ: ପୁଣି ପାକ୍ ପିଏମ୍ କହିଲେ, କେମିତି ଭାରତ ରଚିଥିଲା ଧ୍ବଂସ…

ନୂଆଦିଲ୍ଲୀ: ନିଜ ଦେଶବାସୀଙ୍କୁ ମିଥ୍ୟା ପରାକ୍ରମର କାହାଣୀ ଶୁଣାଇବା ପରେ, ଏବେ ଧିରେ ଧିରେ ସତ ମାନୁଛି ପାକିସ୍ତାନ । କିପରି ଭାରତ ପାକିସ୍ତନରେ ବିଧ୍ବଂସ ଲୀଳା ରଚିଥିଲା ତାହା ବଖାଣିଛନ୍ତି ।  ଶେହବାଜ ସରିଫ ପୁଣି ଥରେ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ବାଲିଷ୍ଟିକ୍…

କୋରୋନାର ଆସିବ ଚତୁର୍ଥ ଲହର, ପୁଣି ହେବ କି ଲକଡାଉନ ?

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୧୨୦୦ରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। କେରଳ, ମହାରାଷ୍ଟ୍ର, ଦିଲ୍ଲୀ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧ ଓ ଏନ୍‌ବି.୧.୮ ସଂକ୍ରମିତ ରୋଗୀ…

ବାଂଗଲାଦେଶରେ ବିବାହ ଉପରେ କଟକଣା ଲଗାଇଲା ଚୀନ? କ’ଣ ରହିଛି ଅନ୍ୟ ଦେଶରେ କ୍ରସ୍‌-ବର୍ଡର ବିବାହର ନିୟମ

ଭୁବନେଶ୍ୱର: ଚୀନରେ ଦଶନ୍ଧି ଧରି ‘ଏକ ସନ୍ତାନ ନୀତି’ (ଓ୍ୱାନ ଚାଇଲ୍ଡ ପଲିସି) କଡାକଡି ଭାବେ ପାଳନ କରାଯାଇଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଏହି ନୀତି ଲାଗୁ କରିଥିଲେ ଏବଂ ଜନତାଙ୍କ ଉପରେ ଏହାକୁ ମାନିବାକୁ ଚାପ ପକାଇଥିଲେ। ଏହି ନୀତି ଯୋଗୁଁ ଅନେକ ପରିବାର ପୁଅ ଜନ୍ମ ପାଇଁ ଅଧିକ…

ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗତକାଲି ମଞ୍ଜୁର କରିଥିଲେ କେନ୍ଦ୍ର…

ବିମାନବନ୍ଦରରୁ ଚୋରା ଚାଲାଣକାରୀ ଗିରଫ, ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍

ମୁମ୍ବାଇ: ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେଉଛି କୋକେନ ଚାଲାଣ। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶୀ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି। ତାଙ୍କ ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ହାତ ଛାଡ଼ିବେ ମସ୍କ: ପ୍ରଶଂସା କରି ଟ୍ରମ୍ପ କହିଲେ, ‘ସବୁବେଳେ ଆମ ସହ ରହିବେ’

ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ଛାଡ଼ିଲେ ମସ୍କ। ଗୁରୁବାର ଏନେଇ ମସ୍କ ଘୋଷଣା କରିଥିବା ବେଳେ, ଏହାକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କୋଟିପତି ଉଦ୍ୟୋଗୀ ପ୍ରଶାସନରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଟ୍ରମ୍ପ ଏଲୋନ ମସ୍କଙ୍କୁ ପ୍ରଶଂସା କରିଛନ୍ତି ।…

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା…

ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ, ପଠାଇଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡ଼ି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ୨ ଜଣ ଉଦ୍ଧାର…

ଅଧିକ ସୁରକ୍ଷିତ କ’ଣ ? ପିନ୍,ଫିଙ୍ଗରପ୍ରିଣ୍ଟ ନା ଫେସ୍ ଅନଲକ୍…

ଭୁବନେଶ୍ବର: ମୋବାଇଲଫୋନରେ ଫଟୋ,ଭିଡିଓ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ବିବରଣୀ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଗତ ତଥ୍ୟ ସେଭ୍ ଥାଏ । ତେଣୁ ସମସ୍ତେ ଫୋନର ସିକ୍ୟୁରିଟିକୁ ମଜବୁତ ରଖିବା ଦରକାର । ଫୋନର ଷ୍ଟ୍ରଙ୍ଗ ସିକ୍ୟୁରିଟି ପାଇଁ କିଛି ଲୋକ ଫିଙ୍ଗରପ୍ରିଣ୍ଟ ଅବା…