Latest Odisha News

BREAKING NEWS

ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟରେ ସମଗ୍ର ଭାରତ । ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଦେଶର ସମସ୍ତ ରେଳ ଷ୍ଟେସନରେ ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ଏହି ପ୍ରରିପେକ୍ଷିରେ ସୋମବାର ଭୁବନେଶ୍ୱର…

ଆହୁରି ବୃଦ୍ଧି ପାଇବ ଆଇପିଏଲ ମ୍ୟାଚ ସଂଖ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର କଳେବର ଆହୁରି ବୃଦ୍ଧି ପାଇବ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୨୦୨୮ରୁ ଆଇପିଏଲରେ ଓଭରାଲ ୯୪ ମ୍ୟାଚ ଖେଳାଯିବ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିସିସିଆଇର ଆଗାମୀ ମିଡିଆ ରାଇଟ୍ସ ଚକ୍ର ୨୦୨୮ରୁ ଆରମ୍ଭ…

ଜଣେ ପାକିସ୍ତାନୀ ଓଡ଼ିଶା ଛାଡ଼ିଛନ୍ତି; ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା: ଡିଜିପି

ଭୁବନେଶ୍ୱର: ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି। ବଲାଙ୍ଗିର ଏବଂ ବାଲେଶ୍ବର ଜିଲ୍ଲା ପ୍ରଶାସନ ପାକିସ୍ତାନୀ ନାଗରିକଙ୍କ ସମ୍ଭାବ୍ୟ ନିର୍ବାସନ ସମ୍ପର୍କରେ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ…

ବାରଣାସୀରେ ହିନ୍ଦୁ ଲେଖା ଟାଟ୍ଟୁର ଟ୍ରେଣ୍ଡ

ବାରଣାସୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମ ପଚାରି ହତ୍ୟା କରିବାକୁ କୌଣସି ଧର୍ମର ଲୋକ ପସନ୍ଦ କରି ନାହାନ୍ତି । ଏବେ ବାରଣାସୀରେ ଟାଟ୍ଟୁର ନୂଆ ଟ୍ରେଣ୍ଡ ସୃଷ୍ଟି ହୋଇଛି । ନିଜ ହାତରେ ସ୍ଥାନୀୟ ଲୋକମାନେ ଖୋଦେଇ କରି ହିନ୍ଦୁ…

୧୩ ଜିଲ୍ଲାକୁ ଝଡବର୍ଷା ନେଇ ସତର୍କତା ଜାରି 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ସୋମବାର ରାତି ୭ ଟା ସୁଦ୍ଧା ୧୩ଟି ଜିଲ୍ଲାରେ ଝଡବର୍ଷା ନେଇ କମଳା ଏବଂ ହଳଦିଆ ସତର୍କତା ଜାରି କରିଛି। ଝଡ଼ବର୍ଷା ସହିତ ପବନର ବେଗ ୪୦-୫୦ କିଲୋମିଟର ରହିବ। ତିନି ଘଣ୍ଟା ମଧ୍ୟରେ ରାୟଗଡା, ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ,…

ରାସନ କାର୍ଡରୁ କଟିବ ବିଦେଶୀଙ୍କ ନାଁ; ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାସନ କାର୍ଡକୁ ନେଇ ସୋମବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି । ଓଡିଶାରେ ରହି ରାସନ କାର୍ଡ ହାତେଇଥିବା ସମସ୍ତ ବିଦେଶୀଙ୍କ ନାଁ କଟାଯିବ । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି । ସେମାନଙ୍କୁ ଖୁବଶୀଘ୍ର…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ଏହି ୩ ପେସରେ ରହିଛନ୍ତି ଆଗରେ

ଦୁବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ କହିଛନ୍ତି । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ୨୦୨୫ରୁ୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଚକ୍ର ଏଥିସହ ଆରମ୍ଭ ହେବ ।…

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ନିଆଯିବ ଏହି ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ବଡ଼ ଧରଣର ଆଲୋଚନା। ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି। ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ଙ୍କ…

ଯୁଦ୍ଧ ନୁହେଁ କୁଟନୀତି…କାହିଁକି ଏମିତି କହିଲେ ନଓ୍ବାଜ ସରିଫ?

ନୂଆଦିଲ୍ଲୀ: ଯୁଦ୍ଧ ନୁହେଁ କୁଟନୀତି । ଭାରତ ସହ ଯୁଦ୍ଧ ନହେଲେ ହିଁ ପାକିସ୍ତାନ ପାଇଁ ଭଲ । ଭାରତ ସହ ଅଶାନ୍ତି କମ୍ କର । ସାନ ଭାଇଙ୍କୁ ନଓ୍ବାଜ ସରିଫଙ୍କ ପରାମର୍ଶ । ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି । ଏହାପରଠୁ ଦୁଇ ଦେଇ ମଧ୍ୟରେ ଜୋରଦାର ଅଶାନ୍ତି…

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ, କାହାକୁ ସମର୍ଥନ କରିବେ ଆମେରିକା, ଚୀନ୍?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଛି । ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି ଭାରତ । ତେବେ ଏହାକୁ ଖାରଜ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ପାକିସ୍ତାନ । ତେବେ ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ,…